ପ୍ରତିରକ୍ଷା ମନ୍ତ୍ରାଳୟରେ ଏକାଧିକ ପଦ ପାଇଁ ବିଜ୍ଞପ୍ତି: ଜାଣନ୍ତୁ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି ନିଯୁକ୍ତିର ଅପୂର୍ବ ସୁଯୋଗ । ଗ୍ରୁପ୍ ସିରେ ସାଧାରଣ ନିଯୁକ୍ତି ପାଇଁ ଏକାଧିକ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ଆସନ୍ତା ୧୩-୧୯ ନଭେମ୍ବର ପର୍ଯ୍ୟନ୍ତ ବାହାରିଥିବା…