ଭାରତର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ ସୌରଭ କୃପାଲ, ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ବରିଷ୍ଠ ଓକିଲ ସୌରଭ୍ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ କରିବାକୁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ଏହି ସୁପାରିଶ ଅନୁମୋଦନ ହୁଏ, ତେବେ ସୌରଭ୍ କୃପାଲ ଭାରତର…

ଶବସତ୍କାର କରି ଫେରିବା ବାଟରେ କାର୍-ଟ୍ରକ୍ ମୁହାମୁହିଁ, ୬ ମୃତ

ନୂଆଦିଲ୍ଲୀ: ଶବ ସତ୍କାର କରି ଫେରିବା ପରେ ନିଜେ ଶବ ହୋଇଗଲେ । ବିହାରର ଜମୁଇରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ କାର୍ କୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।…

ଏଣିକି ଘରୋଇ ହସ୍ପିଟାଲରେ ଆଉ ହେବ ନାହିଁ କୋଭିଡ୍ ଟେଷ୍ଟ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ…

ଏହି ଦେଶରେ ଗୋଟିଏ ଦିନରେ ରୋଜଗାର କରିପାରିବେ ୫୫ ହଜାର ଟଙ୍କା….

ନୂଆଦିଲ୍ଳୀ: ପ୍ରତ୍ୟେକ ଦେଶକୁ ଜିଡିପି ଅନୁଯାୟୀ ଏକ ଘଣ୍ଟା ଦରମା ଦିଆଯାଏ । ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ରିପୋର୍ଟ ଅନୁଯାୟୀ, ଜାଣନ୍ତୁ ବିଶ୍ୱର କେଉଁ ଦେଶରେ ଆପଣ ପ୍ରତିଘଣ୍ଟା ପିଛା ଅଧିକ ଟଙ୍କା ରୋଜଗାର…

ଭୁବନେଶ୍ୱରରେ ଶତପ୍ରତିଶତ କୋଭିଡ୍ ଟିକାକରଣ, ଜୁନିୟର ହକି ବିଶ୍ୱକପ ପାଇଁ ଦୂର ହେଲା ଭୟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଚଳିତ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳତଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କୋଭିଡ ସଂକ୍ରମଣ ନେଇ ଏହାର…

୫୦୦ ଟଙ୍କାରୁ କମ୍ ଦାମ୍ ମିଳୁଥିବା ଏହି ଗ୍ୟାଜେଟ୍ ସବୁ କରିଦେବ ଆପଣଙ୍କ ଜୀବନକୁ ଖୁବ୍ ସରଳ, ଜାଣନ୍ତୁ କଣ ସେସବୁ

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ । ତେଣୁ ଦୈନାନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗ୍ୟାଜେଟ୍ କୁ ଆମେ ବ୍ୟବହାର କରିଥାଉ । ସ୍ମାର୍ଟଫୋନ୍ ବ୍ୟତୀତ ଭିନ୍ନ ଭିନ୍ନ ପ୍ରକାର ଗ୍ୟାଜେଟ୍ କାମରେ ଆସିଥାଏ ।…

ATS ଜବତ କଲା ୬୦୦ କୋଟିର ହେରୋଇନ୍: ପାକିସ୍ତାନରୁ ଭାରତକୁ ଆସିଥିବା ନେଇ ମିଳିଲା ସୂଚନା

ନୂଆଦିଲ୍ଲୀ: ଗୁଜରାଟ ଏଟିଏସ୍ ଦ୍ୱାରା ଏକ ବଡ଼ଧରଣର ହେରୋଇନ୍ ଚାଲାଣ ରାକେଟକୁ ଠାବ କରାଯାଇଛି । ରାତି ସମୟରେ ପାକିସ୍ତାନରୁ ଏତେ ପରିମାଣର ହେରୋଇନ୍ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିଲା । ଏହି ଚାଲାଣ ନେଇ ପୂର୍ବରୁ…

ଅପରେସନ୍ ଗ୍ରୀନ୍ କ୍ଲିନ୍: ସ୍ୱଭିମାନ ଅଞ୍ଚଳରୁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ

ବାଲିମେଳା (ଭାସ୍କର ନ୍ୟୁଜ୍‌): ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ବେଆଇନ ଗଞ୍ଜେଇ  ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ…

ଗଞ୍ଜାମ ପୁଲିସକୁ ବଡ଼ ସଫଳତା: ୧୯ ଚୋରା ବାଇକ୍‌ ଉଦ୍ଧାର, ୭ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗଞ୍ଜାମ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ଜିଲ୍ଲାର ଭଞ୍ଜନଗର, ବୁଗୁଡା ବେଲଗୁଣ୍ଠା ଥାନା ସମେତ ବ୍ରହ୍ମପୁର ପୁଲିସ ଜିଲ୍ଲା, କନ୍ଧମାଳ, ରାୟଗଡା ଓ ସୁବର୍ଣ୍ଣୁର ଜିଲ୍ଲାର ବିଭିନ୍ନ…

ଶାସନ ବ୍ୟବସ୍ଥାରେ ସ୍ୱଚ୍ଛ ପାଇଁ ବଡ଼ ପଦକ୍ଷେପ, କ୍ୟାବିନେଟ୍‌କୁ ୮ଟି ଦଳରେ ବିଭକ୍ତ କଲେ ମୋଦି

ନୂଆଦିଲ୍ଲୀ: ଦେଶର ଶାସନ ବ୍ୟବସ୍ଥାକୁ ଶାଣିତ, ଦକ୍ଷ ଓ ସ୍ୱଚ୍ଛ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା କ୍ୟାବିନେଟକୁ ୮ଟି ଦଳରେ ଭାଗ କରିଛନ୍ତି । ୭୭ ଜଣ ମନ୍ତ୍ରୀଙ୍କୁ ୮ ଭାଗରେ…