ଚୀନ ନାଗରିକଙ୍କୁ ମିଳିବ ନାହିଁ ଇ-ଭିସା; ତାଲିକାରୁ ଅଲଗା ହେଲେ ଏହିସବୁ ଦେଶ
ନୂଆଦିଲ୍ଲୀ: ସୀମାରେ ଅସନ୍ତୋଷ ଓ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଚୀନକୁ ଭାରତ ଝଟକା ଦେଇଛି । ଚୀନକୁ ନିଜ ଭାଷାରେ ଜବାବ୍ ଦେଇଛି ଭାରତ । ବାସ୍ତବରେ ସୋମବାର ଠାରୁ ୧୫୨ ଦେଶ ପାଇଁ ଇ-ଭିସା ସୁବିଧା…