ଇବ୍ରାହିମ ରଇସୀ ହେଲେ ଇରାନର ନୂଆ ରାଷ୍ଟ୍ରପତି, ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଇବ୍ରାହିମ ରଇସୀ ଆଜି ଅର୍ଥାତ ଅଗଷ୍ଟ ୫ରେ ଇରାନର ନୂଆ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି । ରଇସୀ ଇରାନର ୮ମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଶପଥ ସମାରୋହରେ ଭାରତୀର ବିଦେଶ…

ଇଡି ପଠାଇଲା ନୋଟିସ୍; ଫ୍ଲିପକାର୍ଟ ଉପରେ ଲାଗିପାରେ ୧୦୬୦୦ କୋଟିର ଜୋରିମାନା

ନୂଆଦିଲ୍ଲୀ: ଭାରତୀୟ ଡିଜିଟାଲ୍ ବଜାରରେ ଲୋକପ୍ରିୟ ଇକମର୍ସ ସାଇଟ ୱାଲ୍ମାର୍ଟ ଫ୍ଲିପକାର୍ଟକୁ ଲାଗିଛି ବଡ଼ ଝଟ। ବୈଦେଶିକ ନିବେଶକୁ ନେଇ କମ୍ପାନୀକୁ ନୋଟିସ୍ କରିଛି ପ୍ରବର୍ତ୍ତନ ମନ୍ତ୍ରାଳୟ । ଫ୍ଲିପକାର୍ଟ ବିଦେଶରୁ…

ପୁରୁଷ ଜାଗାରେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଲେ ଫରହାନ ଅଖତର, ଖୁବ୍ ଟ୍ରୋଲ କରୁଛନ୍ତି ଲୋକେ

ମୁମ୍ବାଇ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିବାରେ ସଫଳ ହୋଇଛି । ଜର୍ମାନୀକୁ ୫-୪ରେ ହରାଇ କାଂସ୍ୟ ପଦକ ନିଜ ନାମରେ କରିଛି…

ରୌପ୍ୟରେ ସନ୍ତୁଷ୍ଟ ରବି; ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରେସଲର ରବି ଦାହିୟାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୁରୁବାର ନିଜର ପଞ୍ଚମ ପଦକ ହାସଲ କରିଛି ଭାରତ । ୫୭ କିଗ୍ରା ଓଜନ ବର୍ଗରେ ଭାରତର ରବି ଦାହିୟା ରୌପ୍ୟ ପଦକ ଜିତିବା ସହିତ ଚଳିତ…

କାଜୋଲଙ୍କ ପରଫେକ୍ଟ ଫିଗରର କଣ ଗୁମର? ୪୫ରେ ଚମକୁଛନ୍ତି କେମିତି…

ଓଡ଼ିଶା ଭାସ୍କର ବ୍ୟୁରୋ: ଅଭିନୟ ଯେମିତି, ଫିଟନେସ୍ ସେମିତି । ଫିଟ୍ ଆଣ୍ଟ୍ ଫାଇନ୍ ଅଭିନେତ୍ରୀଙ୍କ ମଧ୍ୟରେ କାଜୋଲ୍ ନିଜର ନିଆରାପଣ ଜାହିର କରିପାରିଛନ୍ତି । ଅଗଷ୍ଟ ୫ରେ ସେ ଛୁଇଁଛନ୍ତି ୪୫ ବର୍ଷ । କିନ୍ତୁ ୪୫ରେ ପୂରା…

ପୁଅର ବେଷ୍ଟ୍ ଫ୍ରେଣ୍ଡକୁ ବିବାହ କଲେ ମହିଳା, ଦୁହିଁଙ୍କ ମଧ୍ୟରେ ୨୯ ବର୍ଷର ଅନ୍ତର

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ବୟସ ଦେଖେ ନାହିଁ । କେତେ ବେଳେ କାହା ସହିତ ପ୍ରେମ ହୋଇଯିବ ତାହା କେହି ବି ଜାଣିପାରନ୍ତି ନାହିଁ । ବ୍ରିଟେନ୍ ର ଜଣେ ମହିଳାଙ୍କ ସହିତ ଏଭଳି କିଛି ଘଟିଛି । ସେଠାରେ ଜଣେ ମହିଳାଙ୍କୁ ପୁଅର…

ମୋବାଇଲ୍ ନିଶା ହେଲା କାଳ: ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ

ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ…

ବ୍ରୋଞ୍ଜ ପଦକ ଜିତି ଗୋଲ ପୋଷ୍ଟ ଉପରେ ଚଢ଼ିଗଲେ ଶ୍ରୀଜେସ୍; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ୪୧ ବର୍ଷର ଅଲିମ୍ପିକ୍ସ ପଦକ ମରୁଡିର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ହକି ଦଳର ବିଜୟ ପରେ ଗୋଲ କିପର ପି ଆର ଶ୍ରୀଜେସଙ୍କ ଏକ ଫଟୋ ବେଶ ଭାଇରାଲ ହୋଇଛି ।…

ଏତିକି ସମୟ ଯାଏଁ ବନ୍ଦ ରହିବ ଏସବିଆଇର ବ୍ୟାଙ୍କ ସେବା, ଜାଣନ୍ତୁ କାହିଁକି

ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କରିଛି । ବ୍ୟାଙ୍କ କହିଛି ଯେ ୬ ଏବଂ ୭ ଅଗଷ୍ଟରେ ଏହାର ଡିଜିଟାଲ ସେବା କିଛି ଘଣ୍ଟା ପାଇଁ ପ୍ରଭାବିତ ହେବ । ଏସବିଆଇ ଏନେଇ ଏକ ଟ୍ୱିଟ କରି…

ଏବେ କେବଳ RTO ନୂହେଁ ବରଂ NGO ସମେତ ଏହି କମ୍ପାନୀ ମାନଙ୍କରେ ବି ଜାରି ହୋଇପାରିବ DL

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଠାରୁ କାର୍ କମ୍ପାନୀ, ଅଟୋ ମୋବାଇଲ୍ ଆସୋସିଏସନ୍ ଓ ବିଭିନ୍ନ ଏନଜିଓରେ ବି ଡାଇଭିଂ ଲାଇସେନ୍ସ କରିବା ପାଇଁ ଅନୁମତି ମିଳିବ । ଏହି…