Breaking News ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ Odisha Bhaskar Bureau Oct 2, 2021 ଭୁବନେଶ୍ୱର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ଏହି…
Featured ଲଦାଖରେ ଉନ୍ମୋଚନ ହେଲା ବିଶ୍ୱର ଦୀର୍ଘତମ ଜାତୀୟ ପତାକା Odisha Bhaskar Bureau Oct 2, 2021 ନୂଆଦିଲ୍ଲୀ: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲଦାଖରେ ଉନ୍ମୋଚିତ ହୋଇଛି ସବୁଠୁ ବଡ଼ ଜାତୀୟ ପତାକା । ଖଦିରେ ତିଆରି ହୋଇଥିବା ଭାରତୀୟ ଜାତୀୟ ପତାକାକୁ ଗାନ୍ଧୀ ଜୟନ୍ତୀ ଅବସରରେ ଉନ୍ମୋଚନ କରାଯାଇଛି । ଏହି…
Breaking News ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା Odisha Bhaskar Bureau Oct 2, 2021 ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା । ଖୋର୍ଦ୍ଧା ବାଘମାରୀ ସିମୋରରେ କଳା ପଲସର୍ରେ ଆସି ଲୁଟିଲେ ୨ ଦୁର୍ବୁତ୍ତ । ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲଟ୍…
Featured ମାମୁ–ଭଣଜା ଲଢ଼େଇ ମଧ୍ୟରେ ନିର୍ବାଚନ କମିଶନରଙ୍କ ଆକ୍ସନ, ଫ୍ରିଜ୍ ହେଲା ଏଲଜେପିର ନିର୍ବାଚନୀ ଚିହ୍ନ Odisha Bhaskar Bureau Oct 2, 2021 ଲୋକ ଜନଶକ୍ତି ପାର୍ଟୀରେ ମାମୁ-ଭଣଜା ମଧ୍ୟରେ ଚାଲୁଥିବା ଲଢ଼େଇର ପ୍ରଭାବ ଦଳ ଉପରେ ପଡ଼ିଛି । ଇଲେକ୍ସନ କମିଶନ ଚିରାଗ ପାସୱାନ ଏବଂ ତାଙ୍କ ମାମୁ ପଶୁପତି ପାରସଙ୍କ ମଧ୍ୟରେ ଜାରି ରହିଥିବା ଲଢ଼େଇକୁ ନେଇ ଦଳର ନିର୍ବାଚନୀ…
Breaking News ‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ Sushreejyoti Routray Oct 2, 2021 ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…
Breaking News ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍ Sushreejyoti Routray Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।…
Breaking News ମଡେଲିଂ ନାଁରେ ଠକେଇ: ଏକାଧିକ ଯୁବକ-ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ Odisha Bhaskar Bureau Oct 2, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲିଂ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜଣେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ ଅବିନାଶ ରାଉତ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ…
Featured କେବଳ କ୍ୟାଲସିୟମ୍ ହାଡକୁ ମଜବୁତ୍ କରିନଥାଏ, ଏହି ୪ଟି ଜିନିଷ ବି ଜରୁରୀ Odisha Bhaskar Bureau Oct 2, 2021 ନୂଆଦିଲ୍ଲୀ: ଅଧିକାଂଶ ଲୋକ ସେମାନଙ୍କର ହାଡର ମଜବୁତ ଉପରେ ଧ୍ୟାନ ଦିଅନ୍ତି ନାହିଁ । ସେହିପରି କିଛଇ ଭାବନ୍ତି ଶରୀରର ହାଡକୁ କେବଳ କ୍ୟାଲସିୟମ୍ ଆବଶ୍ୟକ । ଏମିତିକି ହାଡ ଦୁର୍ବଳ ଯେପରି ନହେବ ସେଥିପାଇଁ କ୍ୟାଲସିୟମ…
Breaking News ପଞ୍ଜାବ ପରେ ଏବେ ଛତିଶଗଡ଼ରେ କଂଗ୍ରେସ କନ୍ଦଳ ଘନେଇଲା: ମୁଖ୍ୟମନ୍ତ୍ରୀ ଦାବିଦାର ଟି.ଏସ୍. ସିଂହଦେଓ ଯାଇପାରନ୍ତି ବିଜେପି Manas Pradhan Oct 2, 2021 ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଯେମିତି ଶନିଦଶା ଘାରିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳର ସ୍ଥିତି ଭୁଶୁଡ଼ିବାରେ ଲାଗିଥିବା ବେଳେ ଦଳର କ୍ଷମତାଶାଳୀ ନେତାମାନେ ଦଳ ଛାଡ଼ିବାରେ ବ୍ୟସ୍ତ । ତେବେ ନିକଟରେ ପଞ୍ଜାବରେ…
Breaking News ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫଟାଇ ଲହୁଲୁହାଣ କଲେ କନଷ୍ଟେବଳ Sushreejyoti Routray Oct 2, 2021 ରାଉରକେଲା(ଓଡ଼ିଶା ଭାସ୍କର): ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଜଣେ ମହିଳା ଇଞ୍ଜିନିୟର । ଆୟତ ଇଞ୍ଜିନିୟର ଜଣଙ୍କର ନାଁ ଅନିତା ରାଜ ହୋଇଥିବା ବେଳେ ସେ ଏନେଇ ରାଉରକେଲା ଜିଆରପି ଥାନାରେ ଏତଲା…