ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର,୧୮/୫(ଓଡିଶା ଭାସ୍କର): ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜି ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଣିକି ବାହାରୁ ଓଡ଼ିଆ ଶ୍ରମିକଙ୍କୁ ପଠାଉଥିବା ରାଜ୍ୟ ଯଦି ରେଳ ଭଡ଼ା ନଦିଏ, ତେବେ ସମସ୍ତ ଖର୍ଚ୍ଚ ଓଡ଼ିଶା…

ମହାବାତ୍ୟା ଅମ୍ଫାନ ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିସନର କଣ କହିଲେ ,ଜାଣନ୍ତୁ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମହାବାତ୍ୟା ଅମ୍ଫାନ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟ ଶାସନ ସଚିବ…

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ

ନୂଆଦିଲ୍ଲୀ, ୧୮ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଏନେଇ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୦ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟାରେ…

ଅମ୍ଫାନ ମୁକାବିଲା ନେଇ ୪ଜିଲ୍ଲା ପାଇଁ ୪ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି । ଓଡ଼ିଶାର ୪ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ସୂଚନା ରହିଛି । ତେଣୁ ଅମ୍ଫାନ…

ଓଡ଼ିଶାର ପୁଣି ଏହି ଜିଲ୍ଲାକୁ ଫେରିଲା କରୋନା, ଏକାଥରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର, ୧୮ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ଜଗତସିଂହପୁରର ଓ…

୪.୦ ଲକଡାଉନର ଗାଇଡ଼ଲାଇନ ସମ୍ପର୍କରେ ବୁଝାଇ କହିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଲକ ଡାଉନ ୪.୦ ଆରମ୍ଭ ହୋଇଛି । ତାଲାବନ୍ଦ ୪.୦ରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଓଡ଼ିଶାରେ ଥିବା ସ୍ଥିତିକୁ ଭଲ…

ଅମ୍ଫାନ ପ୍ରଭାବ, ୬ଜିଲ୍ଲାରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ, ୧୮ା୫: ବାତ୍ୟା ଅମ୍ଫାନର ପ୍ରଭାବ ରେ ଓଡ଼ିଶାର ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୬ଜିଲ୍ଲାଗୁଡ଼ିକ ହେଉଛି…