କରୋନା ମୁକାବିଲା, ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ, ୧୨ା୫: ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୪ମାସ ହେବ ଦେଶ କରୋନା ସହ ଲଢ଼େଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି । ଏହାସହ କେହି…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨।୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୯କୁ ବୃଦ୍ଧି ପାଇଛି ।    ଏନେଇ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଗରମ ଦିନରେ ପାଦକୁ କିପରି କରିପାରିବେ ସୁନ୍ଦର !

ଆପଣଙ୍କ ଚେହେରା ଭଳି ଆପଣଙ୍କ ପାଦ ବି ସୁନ୍ଦର ଦେଖାଯିବା ଉଚିତ୍ । ଚେହେରା ର ସୁନ୍ଦରତା ଯେତେ ଆବଶ୍ୟକ ହୋଇଥାଏ, ସେହିପରି ପାଦର ସୁନ୍ଦରତା ମଧ୍ୟ ଆବଶ୍ୟକ ହୋଇଥାଏ । କେତେକ ମହିଳାମାନେ ଚେହେରାକୁତ ସୁନ୍ଦର କରନ୍ତି…

ଛଅ ଜଣିଆ ଚୋର ଦଳ ଗିରଫ

କୋରାପୁଟ, ୧୨। ୫ (ଓଡିଶା ଭାସ୍କର ): ଛଅ ଜଣିଆ ଚୋର ଦଳକୁ ଆଜି ଗିରଫ କରିଛି କୋରାପୁଟ ପୋଲିସ । ଏହି ଦଳ ୧୨ରୁ ଅଧିକ ମାମଲାରେ ସଂପୃକ୍ତ ଥିବା କୋରାପୁଟ ଟାଉନ ଥାନା ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଅନଲାଇନ୍ ଜୁମ୍ ଆପରେ ପଢୁଥିବା ବେଳେ ଅଚାନକ୍ ଚାଲିଲା ପର୍ଣ୍ଣ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ପିଲାଙ୍କ ସ୍କୁଲ ବନ୍ଦ ହୋଇଥିବା ବେଳେ ବହୁ ବିଦ୍ୟାର୍ଥୀ ଅନଲାଇନ୍ ଜରିଆରେ ପାଠ ପଢୁଛନ୍ତି । ଅନଲାଇନ୍…

Don @ 42

Bollywood superstar Amitabh Bachchan starrer 'Don ' has turned 42 years old. On this occasion, Big B remembers the old memories. The 77-year-old actor shared a photo on Instagram.…

ରାଜ୍ୟରେ ୬୮ହଜାର ୫୭ନମୁନା ପରୀକ୍ଷା ହୋଇଛି: ବାଗଚୀ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଜି ବିଶ୍ୱ ନର୍ସିଂ, ଫୋରେନ୍ସ ନାଇଟଙ୍ଗଲଙ୍କୁ ମନେପକାଇବାର ଦିନ । ଏହାସହ ଆଜି କରୋନା…

ମାଛ ଜାଲରେ ପୁଳା ପୁଳା ଟଙ୍କା

ମାଛ ପାଇଁ ଜାଲ ପକାଇବାରୁ ମିଳିଲା ପୁଳା ପୁଳା ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅଜବ ଘଟଣା ଖଣ୍ଡୱା ଜିଲ୍ଲାର ଏକ ଗାଁ ଆରୁଦରୁ ଆସିଛି । ସେଠାରେ ଜଣେ କେଉଟ ମାଛ ଧରିବାକୁ ଜାଲ ପକାଇଥିଲେ । ମାଛ…