Featured ତାଲିବାନ ଅକ୍ତିଆରରେ ଆଉ ଏକ ଅଞ୍ଚଳ; ଜାଣନ୍ତୁ Odisha Bhaskar Bureau Aug 15, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି। ଜଣେ ତାଲିବାନୀ କହିବା ଅନୁସାରେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି।…
Featured ‘ସଂସଦରେ ଉପଯୁକ୍ତ ବିତର୍କ ହୋଇପାରୁନି’; କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି Odisha Bhaskar Bureau Aug 15, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି। ଗଠନମୂଳକ ଆଲୋଚନା ହୋଇପାରୁନି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ…
Breaking News ଏଣିକି ପାଣିରେ ଚାଲିବ ଆପଣଙ୍କ କାର, ପେଟ୍ରୋଲ-ଡିଜେଲକୁ କରନ୍ତୁ Bye Bye, ପ୍ରଧାନମନ୍ତ୍ରୀ କଲେ ଘୋଷଣା Manas Pradhan Aug 15, 2021 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି । ମୋଦି ଆଜି ରାଷ୍ଟ୍ରୀୟ ହାଇଡ୍ରୋଜେନ ମିଶନର ଘୋଷଣା କରିଛନ୍ତି । ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି…
Featured ଉଲରୁ ତିଆରି ୱାଟରପ୍ରୁଫ୍ ଜୋତା: ମୂଲ୍ୟ ମାତ୍ର ୩୦୦, ଜାଣନ୍ତୁ କେମିତି ପାଇପାରିବେ Abinash Kumar Dhal Aug 15, 2021 ନୂଆଦିଲ୍ଳୀ:ଗାଁ ଗହଳିର ସାଧାରଣ ଲୋକଟିଏ ଗମ୍ ବୁଟ୍ ବିଷୟରେ ଧାରଣା ରଖ୍ଖଥ୍ଖବେ । ଏହି ଜୋତା ଚାଷୀଙ୍କ ବ୍ୟବହାର ଉପଯୋଗୀ ଥାଏ। ଅଧ୍ଖକ ମୂଲ୍ୟ ଯୋଗୁଁ ଅନେକ ଚାଷୀ ଏହାକୁ କିଣିବାରୁ ବଞ୍ଚ୍ଖତ ରୁହନ୍ତି। ହେଲେ ଏହାକୁ…
Featured ‘ଭାରତ ମାତାକୀ ଜୟ’ ଠାରୁ ‘ଜୟ ହିନ୍ଦ’ ପର୍ଯ୍ୟନ୍ତ… ଜାଣନ୍ତୁ ମନରେ ଦେଶଭକ୍ତି ଭାବନା ଭରିଦେଉଥିବା ନାରାର କାହାଣୀ Odisha Bhaskar Bureau Aug 15, 2021 ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରୀୟ ପର୍ବ ହେଉ କିମ୍ବା ମାତୃଭୂମିକୁ ନେଇ ଗର୍ବ କରିବାର କୌଣସି ଦିନ ଦେଶଭକ୍ତିରେ ପୂର୍ଣ୍ଣ ନାରା ବିନା ଉତ୍ସବ ଅସଂପୂର୍ଣ୍ଣ । ରାଷ୍ଟ୍ରଭକ୍ତି ସହ ଜଡ଼ିତ ଏହି ନାରା ହିଁ ଅଟେ ଯାହା ସୀମାରେ…
Featured ଫାଟିଲା ତେଲ ଟାଙ୍କି; ଜୀଅନ୍ତା ଜଳିଗଲେ ୨୦ Abinash Kumar Dhal Aug 15, 2021 ନୂଆଦିଲ୍ଲୀ: ଭାରତ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଲେବାନନରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଲେବାନନରେ ଏକ ତେଲ ଟ୍ୟାଙ୍କର ଫାଟିଯିବା କାରଣରୁ ୨୦ ଜଣ ଲୋକ ଜୀଅନ୍ତା ଜଳି ଯାଇଛନ୍ତି । ଏହା ସହିତ…
Featured ମା’ ତୁଝେ ସଲାମ୍: ୬ ଓଡ଼ିଆ ସହିଦଙ୍କ ପରିବାର ପାଇଁ ଆଗେଇ ଆସିଲା ଓଡ଼ିଶା ଭାସ୍କର Abinash Kumar Dhal Aug 15, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରବିବାର ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିଛି । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ଭାସ୍କର ପରିବାର ପକ୍ଷରୁ ସହିଦମାନଙ୍କ ସ୍ମୃତିଚାରଣ ପୂର୍ବକ ଆୟୋଜିତ ହୋଇଯାଇଛି ମା’…
Breaking News ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବରାଦର Odisha Bhaskar Bureau Aug 15, 2021 ନୂଆଦିଲ୍ଲୀ: ତାଲିବାନର ମୁଲ୍ଲା ବରାଦର ହୋଇପାରନ୍ତି ରାଷ୍ଟ୍ରପତି । ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବରାଦର । କ୍ଷମତା ହସ୍ତାନ୍ତର ପାଇଁ ତାଲିବାନର ଆଲୋଚନା । ତାଲିବାନ ନିକଟରେ ଆତ୍ମସମର୍ପଣ କରିଛନ୍ତି…
Breaking News ଏକ ବର୍ଷ ପାଇଁ ଦେଶବାସୀଙ୍କୁ ମିଳିବ ୨୩୯୯ ଟଙ୍କାର ଫ୍ରି ମୋବାଇଲ୍ ରିଚାର୍ଜ! ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର କଲେ… Manas Pradhan Aug 15, 2021 ଭୁବନେଶ୍ୱର: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଦେଶବାସୀଙ୍କୁ ଏକ ବର୍ଷ ପାଇଁ ୨୩୯୯ ଟଙ୍କାର ଫ୍ରି ମୋବାଇଲ ରିଚାର୍ଜ ମିଳିବ । ଟୋକିଓରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ପରେ ସରକାର…
Breaking News କରୋନାର କରାଳ ରୂପ: ପ୍ରତି ୨ ମିନିଟରେ ଜଣେ ହରାଉଛନ୍ତି ପ୍ରାଣ, ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି Odisha Bhaskar Bureau Aug 15, 2021 ତେହରାନ୍: କରୋନା ସଂକ୍ରମଣ ପୂରା ଦେଶରେ ତାଣ୍ଡବ ରଚିଥିବା ବେଳେ ଇରାନ୍ ରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦେଶ ମାନଙ୍କ ମଧ୍ୟରେ ଇରାନ୍ ରହିଛି । ସେଠାରେ କରୋନାର କରାଳ…