ସରିଲା ଚତୁର୍ଥୀ, ଆଖି ବୁଜିଦେଲେ ଜୀବନ ସାଥୀ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): କେତେ ସପନ ଥିଲା ବିବାହକୁ ନେଇ । ଖୁସିରେ ହସି ଉଠୁଥିଲା ଦୁଇଟି ପାରିବାର । ସେହିପରି ଏକ ଆତ୍ମୀୟ ବନ୍ଧନରେ ଦୁଇପ୍ରାଣୀ ଦେଖୁଥିଲେ ସଂସାର କରିବାର ସ୍ୱପ୍ନ । କିନ୍ତୁ ହଠାତ୍ ଏମିତି କାଳ…

ଭୁବନେଶ୍ୱରରୁ ଆଜି ୮୬୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୮୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, କହିଲେ- ମେ’ ୨୪ରୁ ଗାଁରେ ଘରକୁ ଘର ସର୍ଭେ ସହ ମୃତକଙ୍କ ପରିବାରକୁ ମିଳିବ ପେନସନ୍‌’

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ମେ’ ୨୪ରୁ ଘରକୁ…

ଖୁସି ଖବର : ଓଡ଼ିଶାରେ ଆଜି ୧୧,୮୨୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୭।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧,୮୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ବିଶେଷଜ୍ଞ କହିଲେ- ‘ଓଡିଶାରେ ୧୦ଦିନ ବଢ଼ାଯାଉ ଲକଡାଉନ୍‌’

ଭୁବନେଶ୍ୱର-୧୭/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି । ଏନେଇ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ଏହାର ଅବଧି…

ଏବର୍ଷ ବି ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଅନେକ ଉତଥାନ-ପତନ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ କରାଯାଇ ସେଥିରେ ହିଁ ପରୀକ୍ଷା…

ଚିନ୍ତା ବଢ଼ାଇଲା ସାମୁଦ୍ରିକ ଝଡ଼ବାତ୍ୟା ‘ତଉକ୍ତେ’

ନୂଆଦିଲ୍ଲୀ: ବଢ଼ିଲା ତଉକ୍ତେ ଚିନ୍ତା । ବାତ୍ୟା ତଉକ୍ତେକୁ ନେଇ ଗୁଜରାଟ, ମହାରାଷ୍ଟ୍ର ସମେତ କର୍ଣ୍ଣାଟକ ଆଦି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିବା ସହ ଜରୁରିକାଳୀନ ବିଭାଗଗୁଡ଼ିକ ସଜାଗ ରହିବା ପାଇଁ ନିର୍ଦ୍ଦେଶ…

ସୋନୁଙ୍କ ଠାରୁ ଆସିନି କୌଣସି ସହଯୋଗ, ଗଞ୍ଜାମରେ ଅଭାବ ନାହିଁ ବେଡ୍

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକମାନଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକଙ୍କୁ ଯାତାୟାତ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ପହଞ୍ଚିବା, କୋଭିଡ୍…

ହତ୍ୟା ମାମଲାରେ ଫସିବେ ରେସଲର୍ ସୁଶୀଲ!

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାକୁ ଆସିଛି ଛତ୍ରସାଲ ଷ୍ଟାଡିୟମରେ ରେସଲର୍ ସାଗର ଧନଖଡ଼ଙ୍କୁ ଆକ୍ରମଣ ଓ ହତ୍ୟା ମାମଲା । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ସମେତ ୯ ଜଣଙ୍କ ବିରୋଧରେ…

ନିର୍ଭୀକ ଫରେଷ୍ଟ୍ ଅଫିସର୍ ବିଦ୍ୟା ବାଲାନ୍

ମୁମ୍ବାଇ(ଓଡ଼ିଶା ଭାସ୍କର): କରୋନା ମହାମାରୀର ଆତଙ୍କ ଲାଗି ରହିଛି ସବୁଠି । ପ୍ରଥମ ତରଙ୍ଗ ପରେ ଦ୍ୱିତୀୟଥର କରୋନା ଭୂତାଣୁ କାୟା ମେଲାଇ ଲୋକଙ୍କୁ କଲବଲ କରିସାରିଲାଣି । ଏଥିପାଇଁ ସାଧାରଣରେ ଯେତିକି ଭୟ, ସେତିକି…