କୋଭିଡ ଚିକିତ୍ସାଲୟରେ ଖାଦ୍ୟରେ ଅବ୍ୟବସ୍ଥା କୁ ନେଇ ମୁହଁ ଖୋଲିଲେ ଯୁବ ସାମ୍ବାଦିକା ।
ମାଲକାନଗିରି ୧୦/୦୫ :କିଛିଦିନ ତଳେ ଜିଲ୍ଲାର କୋଭିଡ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଓ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିବା ଏବଂ ଏହାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରା ଯାଇଥିଲା । କିନ୍ତୁ ଆଜି କୋରୋନା…