CHARIDHAM

ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍…

ଝିଅଟିଏ ବୋଲି ଦେଉଛନ୍ତି ନିର୍ଯାତନା, ରାହା ଖୋଜୁଛି ମେଡିକାଲ୍ ବେଡ୍ ରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ବେଡ୍ ରେ ପଡ଼ି ରହିଛି କୁନି ଝିଅଟିଏ । ଖୋଜୁଛି ବଞ୍ଚିବାର ରାହା । ହେଲେ ମିଳୁନି ଉପଯୁକ୍ତ ସାହା ଭରସା । ନିଜ ପରିବାର ଲୋକ ହିଁ ଦେଲେ ନିର୍ଯାତନା । କଅଁଳ ବୟସରେ ଅଧାଝରା…

ଇ-ଲେକଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନ ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ…

ମାନସିକ ଅନଗ୍ରସର ଯୁବତୀଙ୍କୁ ବସ୍ ରେ ଗଣଦୁଷ୍କର୍ମ, ୨ ଗିରଫ

କୋଝିକୋଡ: ବସ୍ ରେ ଯାତ୍ରା କରୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଭଳି ମାମଲା ସାମନାକୁ ଆସିଛି । ପୀଡ଼ିତା ଜଣକ ମାନସିକ ଅନଗ୍ରସର ହୋଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏହି ମାମଲା ଆସିଛି କେରଳର…

୨୦୧୯ରେ ଭାଉ ଦେଖାଉଥିଲେ ଆଉ ଏବେ ମାନିଗଲେ, ଶେଷରେ ଗୋଟିଏ ମନ୍ତ୍ରୀ ପଦରେ କେମିତି ମାନିଗଲେ ନୀତୀଶ କୁମାର ?

ନୂଆଦିଲ୍ଲୀ(ଓଡିଶା ଭାସ୍କର) : କ୍ୟାବିନେଟ୍ ଅଦଳବଦଳକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦୁଷ୍କର୍ମରୁ ମା’ ହୋଇଗଲେ ନାବାଳିକା; ତା’ପରେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ସାଙ୍ଗ କରିଦେଲା ଦୁଷ୍କର୍ମ । ବାସ୍, ପରିଣାମରେ ମା’ ହୋଇଗଲେ ନାବାଳିକା । ଏଭଳି ଅଭାବନୀୟ ପରିସ୍ଥିତି ଲାଗି ପୀଡ଼ିତା ଏବେ ବଡ଼ ସଂକଟ ସ୍ଥିତିରେ । ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ…

ଟୁଇଟର୍ ଉପରେ ପଡ଼ିଲାନି କିଛି ଫରକ, ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବାରେ ଲାଗିବ ଆହୁରି ୮ ସପ୍ତାହ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଓ ଭାରତ ସରକାର ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ କମ୍ପାନୀକୁ ଅନେକ ନିର୍ଦ୍ଦେଶ ଦିଆଯାଇସାରିଛି । ହେଲେ ସେସବୁକୁ ଖୋଲାଖୋଲି ବେଖାତିର କରୁଛି ଟୁଇଟର୍ । ଅନେକ ଥର ମହଲତ…

ଭାଉଜକୁ ଦୁଷ୍କର୍ମ କଲା ଦିଅର, ସହଯୋଗ କଲା ଆଉଜଣେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଉଜକୁ ଲୋଭ! ଦେହ ପାଗଳ ଦିଅର ଦୁଷ୍କର୍ମ ପାଇଁ ଭିଆଇଲା ବଡ଼ ଅଜବ କାଣ୍ଡ । ଏମିତି ବି ଖତରନାକ୍ ହୋଇପାରେ ଦିଅର! ଏହି କଥା ଏବେ ସବୁଠି ଚର୍ଚ୍ଚା । ସହଯୋଗୀ ସହିତ ମିଶି ଚକ୍ରାନ୍ତ କଲା ଦିଅର…

ଫେସବୁକ୍, ଟୁଇଟର୍ ଓ ଗୁଗଲ ବିରୋଧରେ ମକଦ୍ଦମା ଦାୟର କରିବେ ଟ୍ରମ୍ପ

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ ମାମଲା ଦାୟର୍ କରିବେ ବୋଲି ଅଭିଯୋଗ କରିଛନ୍ତି । ସେ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍, ଟୁଇଟର୍…

କେମିତି ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା, କଣ ରହିଛି ପୁରାଣ ମାନ୍ୟତା, ଜାଣନ୍ତୁ ଏହା ପଛର ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ରହିଲା ଆଉ ମାତ୍ର କେଇଟା ଦିନ । ଚଳିତ ବର୍ଷର ରଥଯାତ୍ରା ଜୁଲାଇ ୧୨ ତାରିଖରେ ପାଳନ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ…