ଏପ୍ରିଲ ୧୫ ପର୍ଯ୍ୟନ୍ତ ଏଠାରେ ବନ୍ଦ ରହିବ ସ୍କୁଲ ଓ କଲେଜ, କିନ୍ତୁ ଶିକ୍ଷକ ଆସିବେ ସ୍କୁଲ
ଶିମଲା,୩ ।୪: କରୋନା ମହାମାରୀ ପୁଣି ସକ୍ରିୟ ହେବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏନେଇ ଆଜି ସରକାରୀ ବିଜ୍ଞପ୍ତି ଜାରି…