ବିଜେପି ମନାଉଛି ୪୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି
ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଆଜି ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)ର ୪୧ ତମ ପ୍ରତିଷ୍ଠା ଦିବସ । ଭାରତ ରାଜନୀତିର ମଙ୍ଗ ଧରିଥିବା ବିଜେପି ଆଜି ତାର ୪୧ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହା…