Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୨୨ ଲକ୍ଷ ପାର Odisha Bhaskar Bureau Apr 26, 2021 ନୂଆଦିଲ୍ଲୀ, ୨୬। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୨୨ ହଜାର ୪୨୭ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୭୭ ଲକ୍ଷ…
Astrology ରାଶିଫଳ (ସୋମବାର ,୨୬ ଅପ୍ରିଲ ,୨୦୨୧) Odisha Bhaskar Bureau Apr 26, 2021 ମେଷ - ସୁବିଧା ସୁଯୋଗ ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ, ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଶୁଭଦିନଟିଏ ରହିବ, କର୍ମଜୀବିମାନେ କର୍ମ…
Featured Delhi Capitals beats Sunrisers Hyderabad in a superover Odisha Bhaskar Bureau Apr 25, 2021 New Delhi, 25/4: In a hugely thrilling match Rishabh Pant led Delhi Capitals beat David Warner led Sunrisers Hyderabad in a keenly contested match. The match was tied after…
Breaking News ମାଓବାଦୀଙ୍କ ଭାରତ ବନ୍ଦ ଡାକରା ପୂର୍ବରୁ ହିଂସା, ଜାଳିଦେଲେ ଆଠରୁ ଅଧିକ ଗାଡ଼ି Odisha Bhaskar Bureau Apr 25, 2021 ମାଲକାନଗିରି, ୨୫ ।୪ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର…
Breaking News ଅକ୍ସିଜେନ୍ ଅଭାବରୁ ଚାଲିଗଲା ୪ କରୋନା ରୋଗୀଙ୍କ ଜୀବନ Odisha Bhaskar Bureau Apr 25, 2021 ଗୁରୁଗ୍ରାମ,୨୫ ।୪ : ସାରା ଦେଶରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି କରୋନା ମହାମାରୀ । କରୋନା ସାଙ୍ଗକୁ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଅକ୍ସିଜେନ୍ ଅଭାବରୁ…
Breaking News ଆସନ୍ତା ପାଞ୍ଚ ଦିନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତ୍ତି Odisha Bhaskar Bureau Apr 25, 2021 ହିଞ୍ଜିଳିକାଟୁ-୨୫ ।୪(ଓଡିଶା ଭାସ୍କର): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ…
Breaking News ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ‘ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା’ Odisha Bhaskar Bureau Apr 25, 2021 ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ…
Breaking News କାଲିଠୁ ମେ’ ୩ ପର୍ଯ୍ୟନ୍ତ ରାଜଧାନୀରେ ଲକ-ଡାଉନ୍, ଡିଏମଙ୍କ ନିର୍ଦ୍ଦେଶ Odisha Bhaskar Bureau Apr 25, 2021 ଡେରାଡୁନ୍,୨୫ ।୪: ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ଥମିବା ବଦଳରେ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଡେରାଡୁନରେ ଲଗାତାର ଭାବେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ…
Breaking News ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା Odisha Bhaskar Bureau Apr 25, 2021 ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ଭୁବନେଶ୍ୱର ଆଜି…
Breaking News ଖୁସି ଖବର : ରାଜ୍ୟରେ ଆଜି ୩୪୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ? Odisha Bhaskar Bureau Apr 25, 2021 ଭୁବନେଶ୍ୱର,୨୫।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…