Breaking News ଆଇପିଏଲ: ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ Odisha Bhaskar Bureau Apr 25, 2021 ନୂଆ ଦିଲ୍ଲୀ, ୨୫/୦୪: ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ ସଂନ୍ଧ୍ୟା ୭:୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ…
Breaking News ସାହାଯ୍ୟର ମାଧ୍ୟମ ପାଲଟିଛନ୍ତି ନିକିତା ଏବଂ ସ୍ନେହା Odisha Bhaskar Bureau Apr 25, 2021 ଭୁବନେଶ୍ୱର, ୨୫ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ଭୟରେ ନିଜ ଲୋକ ପର କରିଦେଉଥିବା ବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ନିକିତା ଏବଂ ସ୍ନେହା । କରୋନାର ପ୍ରଥମ ଲହର ବେଳେ ସେମାନଙ୍କ ପରିବାର ଲୋକେ ରାସନ…
Breaking News ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା ! Odisha Bhaskar Bureau Apr 25, 2021 ପୁରୀ ୨୫ । ୪ (ଓଡିଶା ଭାସ୍କର) : ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗୁ ହେଲା କଟକଣା । ଆସନ୍ତା କାଲିଠାରୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ମନା ହେଲା ସ୍ୱର୍ଗଦ୍ୱାର । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ…
Breaking News ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା Odisha Bhaskar Bureau Apr 25, 2021 ପୁରୀ ୨୫ । ୪ (ଓଡିଶା ଭାସ୍କର) : ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ଶ୍ରୀମନ୍ଦିର ସହ ସଂପୃକ୍ତ ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ନ୍ୟୁ ଇଣ୍ଡିଆନ୍ ଇନସୁରାନ୍ସ କମ୍ପାନୀ ପକ୍ଷରୁ ସ୍ୱାସ୍ଥ୍ୟବୀମା ମିଳିବ ।…
Breaking News ସଚ୍ଚା ଦୋସ୍ତର ପ୍ରମାଣ ଦେଲା ସ୍କୁଲ ଛାତ୍ର, ସାଙ୍ଗ ପାଇଁ ଦେଲା ନିଜ ଜୀବନ Odisha Bhaskar Bureau Apr 25, 2021 ଲଣ୍ଡନ, ୨୫ା୪: କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏହି ଉକ୍ତିକୁ ସତ୍ୟରେ ପ୍ରମାଣିତ କରିଛି ଲଣ୍ଡନର ଜଣେ ସ୍କୁଲ ଛାତ୍ର । ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରିଟେନର ଏକ…
Breaking News ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ, ସରକାରୀ ନିର୍ଦ୍ଦେଶକୁ ଫୁ: ମହାମାରୀ ସମୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା Odisha Bhaskar Bureau Apr 25, 2021 ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । କିଛିଦିନ ପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ନେଇ ସରକାର…
Breaking News କୋଭିଡ୍ ହସ୍ପିଟାଲରେ ପରିଣତ ହେବ ବ୍ରହ୍ମପୁର ସିଟି ହସ୍ପିଟାଲ Odisha Bhaskar Bureau Apr 25, 2021 ଗଞ୍ଜାମ, ୨୫ ।୪ (ଓଡିଶା ଭାସ୍କର) : ଏଣିକି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ । ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବ୍ରହ୍ମପୁର ସିଟି…
Featured ୨୬ ରେ ହେବାକୁ ଥିବା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବାବୁଲ୍ ସୁପ୍ରୀୟୋ Odisha Bhaskar Bureau Apr 25, 2021 ପଶ୍ଚିମବଙ୍ଗ ୨୫ । ୪ (ଓଡିଶା ଭାସ୍କର) : ଦେଶରେ କାରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଆହୁରି ଦୁଇ ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ଏହି ପର୍ଯ୍ୟାୟ ମତଦାନରେ ଭୋଟ ଦେଇପାରିବେ ନାହିଁ…
Featured ୬୪ ଜଣଙ୍କ ଜୀବନ ବଞ୍ଚାଇଲେ ଆଇପିଏସ ଅରୁଣ ବୋଥ୍ରା Odisha Bhaskar Bureau Apr 25, 2021 ଭୁବନେଶ୍ୱର, ଏପ୍ରିଲ ୨୫: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଓଡିଶା ରାଜ୍ୟ ପରିବହନ ନିଗମର ସିଏମଡି ଅରୁଣ ବୋଥ୍ରା ଏକ ଘରୋଇ ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଇ ୬୪ ଜୀବନ ରକ୍ଷା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଶନିବାର…
Breaking News ମେ ମାସରେ ପ୍ରାୟ ଅଧା ମାସ ବନ୍ଦ ରହିବ ବ୍ୟାଙ୍କ, ଆଗୁଆ ଶେଷ କରିଦିଅନ୍ତୁ ସମସ୍ତ କାର୍ଯ୍ୟ Odisha Bhaskar Bureau Apr 25, 2021 ନୂଆଦିଲ୍ଲୀ, ୨୫ା୪: ବର୍ତ୍ତମାନ ସମଗ୍ର ଦେଶରେ ସମସ୍ତେ କରୋନାକୁ ନେଇ ଚିନ୍ତାରେ ରହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ ଆଉ ସଟଡାଉନ ଲାଗୁ ହେବା ଫଳରେ ଲୋକମାନେ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଠିକରେ…