Breaking News ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ବସିବ ଅକ୍ସିଜେନ୍ ପ୍ଲାଣ୍ଟ Odisha Bhaskar Bureau Apr 25, 2021 ନୂଆଦିଲ୍ଲୀ, ୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖାଦେଇଥିବାରୁ ଅନେକ ଲୋକ ମୃତ୍ୟୁବରଣ…
Featured ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କ ଦେହାନ୍ତ Odisha Bhaskar Bureau Apr 25, 2021 ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ…
Breaking News ମଣିଷଙ୍କ ଠାରୁ ପଶୁଙ୍କ ଶରୀରକୁ ବ୍ୟାପୁଛି କରୋନା ଭାଇରସ୍, ଚିନ୍ତାରେ ବୈଜ୍ଞାନିକ Odisha Bhaskar Bureau Apr 25, 2021 ଗ୍ଲାସଗୋ, ୨୫ା୪: ବର୍ତ୍ତମାନ ସମଗ୍ର ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆଉ ଏକ ତଥ୍ୟର ଖୁଲାସା କରିଛନ୍ତି ଗ୍ଲାସଗୋ ୟୁନିଭରସିଟିର ଏକ ରିସର୍ଚ୍ଚ ଟିମ୍ । ପ୍ରକାଶିତ ରିପୋର୍ଟ ଅନୁଯାୟୀ,…
Breaking News ଆସନ୍ତା ଜୁନ୍ ୧୪ରେ ହେବ ମାଟ୍ରିକ୍ ପରୀକ୍ଷା?? ସତ ସାମ୍ନାକୁ ଆଣିଲେ ଗଣଶିକ୍ଷା ମନ୍ତ୍ରୀ Odisha Bhaskar Bureau Apr 25, 2021 ଭୁବନେଶ୍ୱର, ୨୫ା୪ (ଓଡିଶା ଭାସ୍କର): ‘ଆସନ୍ତା ଜୁନ ୧୪ ତାରିଖରେ ହେବ ମାଟ୍ରିକ୍ ପରୀକ୍ଷା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଶମ ପରୀକ୍ଷା ବାତିଲ ହୋଇଥିଲା, ମାତ୍ର ପରେ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ,…
Featured କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୩ ମୃତ Odisha Bhaskar Bureau Apr 25, 2021 ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଇରାକର ରାଜଧାନୀ ବାଗଦାଦରେ ଥିବା ଇବନ୍-ଅଲ୍-ଖାତିବ୍ ହସ୍ପଟାଲରେ ଏହି ଅଗ୍ନିକାଣ୍ଡଟି ହୋଇଛି । ଗତକାଲି…
Breaking News ଅନୁଷ୍କାଙ୍କ ଆଉଟ୍ ଫିଟ୍ ସହିତ ଖେଳୁଥିବା ଦେଖିବାକୁ ମିଳିଲେ ରଣବୀର, ଦେଖନ୍ତୁ ଅଭିନେତାଙ୍କ କ୍ୟୁଟ୍ ଭିଡିଓ Odisha Bhaskar Bureau Apr 25, 2021 ମୁମ୍ବାଇ, ୨୫ ।୪ (ଓଡିଶା ଭାସ୍କର): ରଣବୀର କପୁର ବଲିଉଡ୍ ଇଣ୍ଡଷ୍ଟ୍ରିର ସବୁଠାରୁ କୁଲ୍ ଅଭିନେତା ମାନଙ୍କ ମଧ୍ୟରୁ ଜଣେ । ରଣବୀର ନିଜ ଫିଜିକ୍ ପାଇଁ ଏତେଟା କେୟାର ହୋଇନଥିବା ବେଳେ ତାଙ୍କ କ୍ୟୁଟ୍ ନେସ୍, ଲୁକ୍ ଏବଂ…
Featured ନୟାଗଡରୁ ଚିତାବାଘ ଛାଲ ଏବଂ ହାତୀ ଦାନ୍ତ ଉଦ୍ଧାର: ୨ ଜଣ ଗିରଫ Odisha Bhaskar Bureau Apr 25, 2021 ନୟାଗଡ, ୨୫/୦୪: କ୍ରାଇମ ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଶନିବାର ନୟାଗଡ଼ ଜିଲ୍ଲାରୁ ଏକ ଚିତାବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି ଏବଂ ଏହାକୁ ଚୋରା ଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି।…
Breaking News ଇତିହାସର ଭୟଙ୍କର ଲେଡି ସିରିୟଲ୍ କିଲର୍: ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହ ଶହ କୁଆଁରୀ ଯୁବତୀଙ୍କ ରକ୍ତରେ କରିଥିଲେ ସ୍ନାନ Odisha Bhaskar Bureau Apr 25, 2021 ପୂରାତନ କାଳର ରାଜାରାଣୀଙ୍କ ବିଷୟରେ ଅନେକ କାହାଣୀ ରହିଛି । ଏପରି କିଛି କାହାଣୀ ଅଛି, ଯାହାକୁ ଶୁଣିଲେ ଆମର ଲୋମ ଟାଙ୍କୁରି ଉଠେ । ଏହିପରି ଏକ କାହାଣୀର ନାୟିକା ହେଉଛନ୍ତି ହଙ୍ଗେରିର ମହାରାଣୀ ଏଲିଜାବେଥ ବାଥୋରୀ ।…
Breaking News ଲକଡାଉନ ବେଳେ ବିନା କାମରେ ବାହାରେ ବୁଲୁଛନ୍ତି କି, ତେବେ ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ Odisha Bhaskar Bureau Apr 25, 2021 ଭୋପାଳ,୨୫ ।୪ (ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ପ୍ରତିଦିନ ନୁଆ ନୁଆ ରେକର୍ଡ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର…
Featured ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ Odisha Bhaskar Bureau Apr 25, 2021 ଉତ୍ତରପ୍ରଦେଶ ୨୫ । ୪ (ଓଡିଶା ଭାସ୍କର) : ଉତ୍ତରପ୍ରଦେଶ ବାନ୍ଦା ଜେଲରେ ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟେଷ୍ଟ ପାଇଁ ସାମ୍ପୁଲ୍ ନିଆଯାଇଥିଲା । ଏଣ୍ଟିଜେନ୍ ରିପୋର୍ଟରେ…