ନୂଆଦିଲ୍ଲୀ: ଭାରତର କଡ଼ା ପଦକ୍ଷେପ ପରେ ପାକିସ୍ତାନର ପାଲଟା ଜବାବ ଦେଖିବାକୁ ମିଳିଛି । ୱାଘା ସୀମା ସହ ଆକାଶ ମାର୍ଗ ବନ୍ଦ କଲା ପାକିସ୍ତାନ । କାଲି ଭାରତ ଅଟାରୀ ସୀମା ବନ୍ଦ ଘୋଷଣା କରିଥିଲା ।
ଭାରତ ପାଇଁ ଆକାଶ ମାର୍ଗ ମଧ୍ୟ ବନ୍ଦ କଲା ପାକିସ୍ତାନ । ଏଥିସହ ଭାରତ ପାଇଁ ଆକାଶ ମାର୍ଗ ମଧ୍ୟ ବନ୍ଦ କଲା ପାକିସ୍ତାନ । ପାକିସ୍ତାନ ଏନଏସସିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ପାକିସ୍ତାନ କହିଛି ଯେ, ନଦୀ ଜଳ ବନ୍ଦ କରିବା ଯୁଦ୍ଧ ଧରାଯିବ । ଏଥିସହ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କଲା ପାକ୍ ।