fbpx
BSKY
BJD YOUTH SKY
BJD MS SKY

ମଧ୍ୟରାତ୍ରିରେ ପାକିସ୍ତାନରେ ଭୂକମ୍ପର ଜୋରଦାର ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ

ଇସଲାମାବାଦ : ପାକିସ୍ତାନରେ ବୁଧବାର ମଧ୍ୟରାତ୍ରିରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ଗଭୀର ନିଦ୍ରାରେ ଶୋଇଥିବା ଲୋକମାନେ ଉଠି ନିଜ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ ମାପ କରାଯାଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇ କହିଛି ଯେ ବୁଧବାର ସକାଳ ୨: ୫୭ ରେ ପାକିସ୍ତାନରେ ରିଚ୍ଟର ସ୍କେଲରେ ୫.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଛି । ଏଥି ସହିତ ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ । ତେବେ ଭାରତରେ ହୋଇଥିବା ଭୂକମ୍ପର ପରିମାଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

Get real time updates directly on you device, subscribe now.