fbpx

ପଞ୍ଚାୟତ ନିର୍ବାଚନରୁ ବାଦ୍ ପଡ଼ିଲା ଓବିସି ସଂରକ୍ଷଣ: ଏହି ଦିନ ପ୍ରକାଶ ପାଇଁ ପୁୁନଃ ସଂରକ୍ଷଣ ଡ୍ରାଫ୍ଟ ତାଲିକା

ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ସଂରକ୍ଷଣର ସାନି ତାଲିକା ପୁଣିଥରେ ପ୍ରକାଶ ପାଇବ । ଯେଉଁଠି ଓବିସିଙ୍କ ସଂରକ୍ଷଣ ରହିଛି ତାହା ସାଧାରଣ ବର୍ଗକୁ ସ୍ତାନାନ୍ତର ହେବ । ଏନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ମିଳିଛି ସୂଚନା । ଆସନ୍ତା ୨୭ରେ ପୁନଃ ସଂରକ୍ଷଣ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ । ଜାନୁଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆବଶ୍ୟକ ସର୍ତ୍ତାବଳୀ ପୂରଣ ହୋଇନଥିବାରୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ ଯେ, ଚଳିତ ଥର ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ, ୯୧,୯୧୬ ୱାର୍ଡମେମ୍ବର, ୮୫୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.