fbpx

ପରୀ ମାମଲା: ଏସଆଇଟି ସ୍କାନରରେ ୨୧୦

ନୟାଗଡ଼, ୧୨ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ଆଜି ୧୦୨ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛି । ତେବେ ଏସଆଇଟିର ସ୍କାନରରେ ରହିଥିବା ୨୧୦ ଜଣଙ୍କ ପ୍ରୋଫାଇଲ ପ୍ରସ୍ତୁତ କରାଯାଇଛି । ଖବରରୁ ଜଣାପଡ଼ିଛି ଯେ, ଏସଆଇଟି ସମସ୍ତଙ୍କ ଗତିବିଧିକୁ ଅନୁଧ୍ୟାନ କରି ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଛି ।

Get real time updates directly on you device, subscribe now.