fbpx

(Video) ନବରାତ୍ରୀର ପୂର୍ବ ପ୍ରସ୍ତୁତି: ସ୍ୱିମିଂ ପୁଲରେ କଲେ “ଗରବା’ରେ ଝୁମିଲେ ଲୋକେ…

ଆରମ୍ଭ ହୋଇଛି ପାର୍ବଣ ଋତୁ । ନବରାତ୍ରୀ ମଧ୍ୟ ପାଖେଇ ଆସିଲାଣି । ଆଉ ନବରାତ୍ରୀ ଡାଣ୍ଡିଆ ଖେଳିବାକୁ କିଏବା ଭଲ ନପାଏ । ଦେଶର ଅନେକ ସ୍ଥାନରେ ନବରାତ୍ରୀ ଅବସରରେ ଗରବା ସହ ଡାଣ୍ଡିଆର ଆୟୋଜନ କରାଯାଇଥାଏ । ଆଉ ନବରାତ୍ରୀରେ ଗରବା ଏବଂ ଡାଣ୍ଡିଆ ଖେଳିବାକୁ ଖୁବ୍ ପସନ୍ଦ କରିଥାନ୍ତି ଲୋକେ । କିନ୍ତୁ କ’ଣ ଆପଣ କେବେ ପାଣିରେ ଗରବା ଖେଳୁଥିବାର ଦେଖିଛନ୍ତି କି?

ଏଭଳି ଏକ ଭିଡିଓ ଏବେ ରାଜସ୍ଥାନ ଉଦୟପୁରରେ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଦେଖାଯାଉଛି ଯେ କିଛି ପୁରୁଷ ଏବଂ ମହିଳା ସ୍ୱିମିଂ ପୁଲରେ ଗରବା କରୁଛନ୍ତି । ଏମାନେ ବଲିଉଡ ଗୀତର ତାଳେତାଳେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.