fbpx

(Video) ଅମାନବୀୟ କାଣ୍ଡ: ଫଳରେ ଥିବା ବୋମା ଖାଇଦେଲା ଗାଈ, ଛିଣ୍ଡିଗଲା ମୁହଁ

ପୁଣି ଥରେ ଦେଖିବାକୁ ମିଳିଛି ପଶୁଙ୍କ ପ୍ରତି ଅମାନବୀୟ କାଣ୍ଡ । କେତେବେଳେ କୁକୁର, ତ’ କେତେବେଳେ ଗାଇ । କାହିଁକି ଏତେ ନିଷ୍ଠୁର ହୋଇଯାଉଛି ମନୁଷ୍ୟ । କାହିଁକି ହୋଇପଡ଼ୁଛି ନିର୍ଦ୍ଧୟ । ଆଉ କରୁଛି ଏହି ନିରୀହ ପଶୁଙ୍କ ଉପରେ ଅତ୍ୟାଚାର ।

ଏବେ ପୁଣି ପଶୁଙ୍କ ଉପରେ ଅତ୍ୟାଚାର ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ଶୁଣିଲେ ହୁଏତ ବିଚଳିତ ହୋଇପଡ଼ିବେ । କାରଣ ଜଣେ ମଣିଷ କରିଛି କିଛି ଏମିତି କାମ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଖାଦ୍ୟରେ ବୋମା ଦେଇ ଫଳରେ ଗରୁତର ହୋଇପଡ଼ିଛି ଏକ ନିରୀହ ଗାଈ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.