fbpx

ଯୁକ୍ତ ଦୁଇ କରେସ୍‍ପଣ୍ଡେନ୍ସ କୋର୍ସ ନାମଲେଖା ପାଇଁ ଆସନ୍ତା ୧୬ରୁ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗରେ କରେସ୍‍ପଣ୍ଡେନ୍ସ ପାଠ୍ୟକ୍ରମ ପାଇଁ ନାମ ଲେଖାଇବାକୁ ଆସନ୍ତା ୧୬ ତାରିଖରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି ।

ଚୂଡ଼ାନ୍ତ ତାଲିକା ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ଏବଂ ନଭେମ୍ବର ୧୧ରୁ ୧୮ ତାରିଖ ମଧ୍ୟରେ ଫି’ ଦାଖଲ ଏବଂ ନାମଲେଖା ପ୍ରକ୍ରିୟା ଶେଷହେବ । ସାମ୍‍ସ୍‍ ୱେବ୍‍ସାଇଟ୍‍ ମାଧ୍ୟମରେ ସମସ୍ତ ଆବେଦନ ପକ୍ରିୟା କରାଯିବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି ।

Get real time updates directly on you device, subscribe now.