• Likes
  • Followers
  • Subscribers
  • Followers
  • Android App
  • Saturday, September 27, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ: ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଅର୍ଥ
CHARIDHAM

ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ: ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଲା ଅର୍ଥ

By Manas Pradhan On Jun 18, 2024 at 6:06 PM
PM Kisan
Share

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟ୍ରାନ୍ସଫର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶର କୃଷକଙ୍କ ଆକାଉଣ୍ଟକୁ ୨୦ ହଜାରରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯାଇଛି । କ୍ରମାଗତ ୩ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ୍ର ଗହଣ କରିବା ପରେ ଶ୍ରୀମୋଦୀ ପିଏମ୍ କିଷାନ ଯୋଜନାର ଅର୍ଥ ଜାରି କରିବାର ଫାଇଲରେ ହସ୍ତାକ୍ଷର କରିôଥଲେ । ଏହାପରେ ସମସ୍ତଙ୍କ କୃଷକଙ୍କ ଆକାଉଣ୍ଟକୁ କିସ୍ତି ଟ୍ରାନ୍ସଫର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜୁନ୍ ୧୮ ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କିଷାନଙ୍କୁ ସମ୍ବୋଧିତ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୭ତମ କିସ୍ତି ଟ୍ରାନ୍ସଫର କରିଥିଲେ । ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀ ୩୦ ହଜାର ପ୍ରଶିକ୍ଷିତ ମହିଳା କୃଷି ମାର୍ଗଦର୍ଶକଙ୍କୁ ସାମିଲ କରିଥିବେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ୨୦ ମିଲିୟନ କିଷାନ ଭୌତିକ ରୂପେ ଓ ଭର୍ଚୁଆଲରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । ଗତ ୧୫ ତରିଖରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏ ବାବଦରେ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଭାରତ ସରକାରଙ୍କ ଏକ ଯୋଜନା ହୋଇଥିବା ବେଳେ ଏହି ଯୋଜନା ଅଧିନରେ କିଷାନଙ୍କୁ ସରକାରଙ୍କ ତରଫରୁ ସର୍ବନିମ୍ନ ଆୟ ସହାୟତା ଭାବେ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ୨୦୧୯ ମସିହା ଫେବୃଆରୀ ମାସ ୧ ତାରିଖରେ ପୀୟୂଷ ଗୋୟଲ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୧୯ ମସିହା ଅନ୍ତରୀଣ ବଜେଟରେ ଏନେଇ ଘୋଷଣା କରାଯାଇଥିଲା ।

ଆହୁରି ପଢନ୍ତୁ

ଜାଣନ୍ତୁ କେତେ କିଲୋ ସୁନାରେ ତିଆରି ହୋଇଛି…

GK :ଜାଣନ୍ତି କି ଏଭଳି ପଶୁ ଯାହା ସୁନାଠାରୁ…

Share

Prev Post

Naked Yoga ଅଶ୍ଲୀଳ ନୁହେଁ: ଏହି ଯୋଗାଭ୍ୟାସ ନିୟମିତ କଲେ ମନ ଶାନ୍ତ ରହିବା ସହ ଆତ୍ମବିଶ୍ୱାସ ବଢ଼ିବ, ଆପଣଙ୍କୁ ମିଳିବ ୧୦ଟି ବଡ଼ ଫାଇଦା-ରିସର୍ଚ୍ଚ

Next Post

ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ଇମେଲ, ବଢାଗଲା ସୁରକ୍ଷା

You might also like More from author
Featured

ଜାଣନ୍ତୁ କେତେ କିଲୋ ସୁନାରେ ତିଆରି ହୋଇଛି Asia Cup Trophy ଆଉ କେତେ ବ୍ୟବହାର ହୋଇଛି ରୁପା

Featured

GK :ଜାଣନ୍ତି କି ଏଭଳି ପଶୁ ଯାହା ସୁନାଠାରୁ ଅଧିକ ମୂଲ୍ୟବାନ, ମାଂସ ପ୍ରତି କିଲୋ ୩୦ହଜାରରୁ ଅଧିକ…

Breaking News

‘I love Muhammad’ Row : ବରେଲିରେ ଦଙ୍ଗା ଭିଆଣିଥିବା ମାଷ୍ଟରମାଇଣ୍ଡ ମୌଲାନା ତୌକିର ଗିରଫ…

Breaking News

Rain Alert in Dassera: ଏଥର ଦଶହରାରେ ଭିଜିବେ ମା’… ୧ ତାରିଖରେ ଛେଚିବ ପ୍ରବଳ ବର୍ଷା,…

ବାଣିଜ୍ୟ

SBI, HDFC, ନା ବ୍ୟାଙ୍କ ଅଫ୍ ବରୋଦା ; କେଉଁ ବ୍ୟାଙ୍କ ଦେଉଛନ୍ତି FDରେ ସବୁଠାରୁ ଭଲ ରିଟର୍ଣ୍ଣ,…

ଦେଶ

ଶଶୁର ସମ୍ପତ୍ତିରେ ପୁଅର ଯେତିକି ଅଧିକାର ବୋହୂର ମଧ୍ୟ ସେତିକି ଅଧିକାର! ଜାଣନ୍ତୁ ଏ ନେଇ କ’ଣ କୁହେ…

Prev Next
ADVERTISEMENT
ADVERTISEMENT
Odisha Bhaskar

Recent Posts

ASIA CUP 2025: ଭାରତୀୟ ଟିମ୍ ଉପରେ ବଡ଼…

ଜାଣନ୍ତୁ କେତେ କିଲୋ ସୁନାରେ ତିଆରି ହୋଇଛି…

GK :ଜାଣନ୍ତି କି ଏଭଳି ପଶୁ ଯାହା ସୁନାଠାରୁ…

ଏଥର ରକ୍ଷା ନାହିଁ… ହୁ ହୁ ହୋଇ ମାଡ଼ି…

‘I love Muhammad’ Row : ବରେଲିରେ…

Rain Alert in Dassera: ଏଥର ଦଶହରାରେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଜାଣନ୍ତୁ କେତେ କିଲୋ ସୁନାରେ ତିଆରି ହୋଇଛି…

GK :ଜାଣନ୍ତି କି ଏଭଳି ପଶୁ ଯାହା ସୁନାଠାରୁ…

‘I love Muhammad’ Row : ବରେଲିରେ…

Rain Alert in Dassera: ଏଥର ଦଶହରାରେ…

Prev Next 1 of 28,868
© 2025 - TK Digital All Rights Reserved.