fbpx

ଅଯୋଧ୍ୟା ଅଭିମୁଖେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୫ା୮: ଅଯୋଧ୍ୟାରେ ଆଜି ଭବ୍ୟ ରାମ ମନ୍ଦିରର ଭୂମିପୂଜନ କରାଯିବ । ତେଣୁ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ସକାଳ ୧୦ଟା ୩୫ରେ ଲକ୍ଷ୍ନୌ ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ୧୦ଟା ୪୦ରେ ହେଲିକପ୍ଟରରେ ଅଯୋଧ୍ୟା ଯିବେ ।୧୧ଟା ୪୦ରେ ହନୁମାନଗଡ଼ିରେ ୧୦ମିନିଟ ପୂଜା କରିବେ ମୋଦି । ଦିନ ୧୨ଟାରେ ଶ୍ରୀରାମ ଜନ୍ମଭୂମି ପରିସରରେ ପହଞ୍ଚିବେ । ଦିନ ୧୨ଟା ୪୦ରେ ରାମ ମନ୍ଦିରର ଭୂମି ପୂଜନ କରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.