fbpx

ଏନକାଉଣ୍ଟରରେ ହାର୍ଡକୋର୍ ମାଓବାଦୀ ମୃତ

ଛତିଶଗଡ଼ ନାରାୟଣପୁରରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳି ବିନିମୟ । ପୋଲିସ୍ ଏନକାଉଣ୍ଟରରେ ଜଣେ ହାର୍ଡକୋର୍ ମାଓବାଦୀ ମୃତ୍ୟୁ ଘଟିଛି ଏହାସହ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଦାନ୍ତେୱାଡା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ପାଲିସ ଗୁଳିରେ ହାର୍ଡକୋର ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ ନିହତ ହୋଇଥିଲା । ସେହିଭଳି ୧୮ ତାରିଖରେ ବିଜାପୁର ଓ ସୁକୁମା ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.