fbpx

କଂଗ୍ରେସ ଭବନ ଆଗରେ ପୋଲିସ ଛାଉଣି, ହେଲେ କାହିଁକି?

ଭୁବନେଶ୍ୱର,୧୨ ।୬(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରହିଥିବା କଂଗ୍ରେସ ଭବନ ଆଗରେ ବ୍ୟାପକ ପୋଲିସ ଛାଉଣି ହୋଇଛନ୍ତି । ମୁଖପାତ୍ର କମିଟିକୁ ନେଇ ବିଶୃଙ୍ଖଳା ଆଶଙ୍କାରେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି । ତେବେ ଗତକାଲି ମୁଖପାତ୍ର କମିଟିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଜି ବି ସେପରି କିଛି ପରିସ୍ଥିତି ସୃଷ୍ଟି ହେଲେ ତାର ମୁକାବିଲା କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.