fbpx

ବନ୍ଦ ହେଲା ପୋଲିସ ସିଗ୍ନାଲ ଟ୍ରେନିଂ ସ୍କୁଲ: ୧୫ ଜଣ ପଜିଟିଭ ଚିହ୍ନଟ ପରେ ବନ୍ଦ କଲା ସିଏମସି

କଟକ: ବନ୍ଦ ହେଲା କଟକ ତୁଳସୀପୁର ସିଗ୍ନାଲ ହେଡକ୍ୱାଟର୍ସ ଟ୍ରେନିଂ ସ୍କୁଲ । ଟ୍ରେନିଂ ସ୍କୁଲର ୧୫ଜଣ ପଜିଟିଭ୍ ଚିହ୍ନଟ ପରେ ବନ୍ଦ କଲା ସିଏମସି । ଟ୍ରେନିଂ ସ୍କୁଲକୁ ଆସନ୍ତା ୧୪ ତାରିଖ ଯାଏଁ ବନ୍ଦ କଲା ସିଏମସି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.