fbpx

ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ; ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ । ଆଗକୁ ମଧ୍ୟ ଉତ୍ତରପ୍ରଦେଶରୁ ଆଳୁ ଆସିବ । ପଶ୍ଚିମବଙ୍ଗରୁ ଆଳୁ ଆସିବା ଧୀରେ ଧୀରେ ବନ୍ଦ ହେବ । ଯୋଗାଣ ମନ୍ତ୍ରୀ କୁଷ୍ଣ ପାତ୍ରଙ୍କ ସୂଚନା । ବ୍ୟବସାୟୀ ସଙ୍ଘ ସହ ସରକାରଙ୍କ ଆଲୋଚନା । ଉତ୍ତରପ୍ରଦେଶରୁ ଭନ୍ନତ ମାନର ଆଳୁ ଆସିବ । ୟୁପିରୁ ଆଶୁ ଆଣିବାକୁ ପ୍ରସ୍ତୁତ ବଣିକ ସଙ୍ଘ ।

ପଶ୍ଚିବମଙ୍ଗ ସୀମା ପୂର୍ବରୁ ଆଳୁଗାଡ଼ି ଅଟକା ଯାଉଛି । ସବୁ ଗାଡ଼ିରୁ ତିରିଶି ରୁ ଚାଳିଶି ହଜାର ଟଙ୍କା ଆଦାୟ କରୁଛନ୍ତି । ଏହାର ବିରୋଧ କଲେ ବ୍ୟବସାୟୀଙ୍କୁ ମାଡ଼ ମାରୁଛନ୍ତି । ପଶ୍ଚିବଙ୍ଗର ପୋଲିସ ଓ ଗୁଣ୍ଡା ଶ୍ରେଣୀର ଲୋକ ଏପରି କରୁଥିବା କହିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.