fbpx

ଶାଢୀରେ ପ୍ରକୃତି ମିଶ୍ରଙ୍କ ସିଜଲିଂ ଡାନ୍ସ: ଦେଖନ୍ତୁ ଭିଡିଓ..

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଆଉ ଏକ ଡ୍ୟାନ୍ସ ଭିଡିଓ ବେଶ ଭାଇରାଲ ହୋଇଛି । ସର୍ବଦା ବୋଲ୍ଡ ଅନ୍ଦାଜରେ ଫଟୋ ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତି ଟିପ୍ ଟିପ୍ ବର୍ଷା ପାନି ଗୀତରେ ନାଚିବା ସହିତ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛନ୍ତି ।

କୋରିଓଗ୍ରାଫର ଅରୁନ୍ଧତୀ ଗଡନାୟକଙ୍କ ସହିତ ଏହି ଭିଡିଓରେ ନାଚିଛନ୍ତି ପ୍ରକୃତି । ଶୀତର ଥଣ୍ଡାକୁ ନିଜର ହଟନେସ୍ ଜରିଆରେ ଉଭେଇ ଦେଇଛନ୍ତି ପ୍ରକୃତି ଓ ଅରୁନ୍ଧତୀ । ଫାଣ୍ଟାସୀ ଫ୍ୟାସନ ଡିଜାଇନରେ ଶାଢୀ ରହିଥିବା ବେଳେ ଅରୁନ୍ଧତୀ ନିଜେ ଏହାକୁ କୋରିଓଗ୍ରାଫ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୭୦୮୦୦ ବ୍ୟବହାରକାରୀ ଦେଖିଥିବା ବେଳେ ୧୮୫୮ ଲାଇକ ମିଳିଛି । ଦେଖନ୍ତୁ ଭିଡିଓ

 

View this post on Instagram

 

A post shared by prakrutimishra (@prakrutimishra)

Get real time updates directly on you device, subscribe now.