ଅନ୍ତରାଳରେ ରହି କେହିଜଣେ ଦଳ କାର୍ଯ୍ୟ କରୁଥିବା ସନ୍ଦେହ ହେଉଛି: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ୱକଫ୍ ବିଲ୍ ବାବଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ସସ୍ମିତ ବବୁଙ୍କର ନିଷ୍ପତ୍ତି ନେବାର କ୍ଷମତା ନାହିଁ ।

ବିଦେଶ ଗସ୍ତରୁ ଫେରି ସେ ସ୍ପଷ୍ଟ କଲେ ଜଣାପଡ଼ିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ନିଷ୍ପତ୍ତି ପରିବର୍ତ୍ତନ କିଏ କଲା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ନେତୃମଣ୍ଡଳୀଙ୍କ ସନ୍ଦେହ, ଅନ୍ତରାଳରେ ରହି କିଏ ଦଳ କାର୍ଯ୍ୟ କରୁଥିବା ଦଳ ସନ୍ଦେହ କରୁଛି ।

କୌଣସି ବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେଲେ ଦଳ ଅସୁବିଧା ଭୋଗୁଛି । ବାହ୍ୟଶକ୍ତି ଦ୍ୱାରା ନିଷ୍ପତ୍ତି ହେୁଥିବା କିଛି ନେତାଙ୍କ ସନ୍ଦେହ ହେଉଛି ।

ସେ ଧାରଣା ଦୂର କରିବା ଆବଶ୍ୟକ ବୋଲି ପ୍ରସନ୍ନ କହିଛନ୍ତି ।