fbpx

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସାରାଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ୱାଧୀନତାର ଅମୃତ ମହୋତ୍ସବ ନୂଆ ଶକ୍ତି ସଞ୍ଚାର କରୁ ବୋଲି ମୋଦୀ ଟ୍ୱିଟ୍ ଯୋଗେ କହିଛନ୍ତି ।

ତେବେ ଆଉ କିଛି ସମୟ ପରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତେଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପତ୍ତକା ଉତ୍ତୋଳନ ସମୟରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

Get real time updates directly on you device, subscribe now.