fbpx

କୁଚିଣ୍ଡାରେ ଘରୋଇ ବସ୍ ସେବା ଠପ୍, ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା

କୁଚିଣ୍ଡା: କୁଚିଣ୍ଡାରେ ଗଡ଼ିବନି ଘରୋଇ ବସ୍ । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଅପରପକ୍ଷରେ ଏହି ମାମଲାରେ ପୋଲିସର ହସ୍ତକ୍ଷେପକୁ ବିରୋଧ କରିଛି ବସ୍ ମାଲିକ ସଂଘ । ଏହି ବନ୍ଦ ଯୋଗୁଁ ସାଧାରଣ ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ତେବେ ଘରୋଇ ବସ୍ ମାଲିକଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

 

Get real time updates directly on you device, subscribe now.