fbpx

ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ

ନୂଆଦିଲ୍ଲୀ: ସୂଚନା ଅଧିକାରୀ ଆଇନ ବା ଆରଟିଆଇ ପରିସରଭୁକ୍ତ ହେବ ଘରୋଇ ସ୍କୁଲ । ସରକାରଙ୍କଠାରୁ ଲାଭ ପାଉଥିବା ଘରୋଇ ସ୍କୁଲ ଆରଟିଆଇ ପରିସରଭୁକ୍ତ ହେବ । ସୂଚନା ମାଗୁଥିବା ଲୋକଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ସୂଚନା ଆୟୋଗ ସ୍ପଷ୍ଟୀକରଣ କରିଛନ୍ତି ।

Get real time updates directly on you device, subscribe now.