ପୁରୀ: ଧରାପଡ଼ିଲା ବଡ଼ ସେକ୍ସ ରାକେଟ୍ । ସେକ୍ସ ରାକେଟର ୧୨ ସଦସ୍ୟ ଗିରଫ ।
ସମସ୍ତଙ୍କୁ ଗିରଫ କଲା ତାଳବଣିଆ ପୋଲିସ । ୧୨ ଜଣଙ୍କ ଭିତରେ ୧୧ ପୁରୁଷ ମାତ୍ର ଜଣେ ମହିଳା ଥିବା ଜଣାପଡ଼ିଛି ।
ଗିରଫ ମହିଳା ସେକ୍ସ ରାକେଟର କିଙ୍ଗପିନ୍ । ନାବାଳିକାକୁ ଖୋଜୁ ଖୋଜୁ ଧରାପଡ଼ିଗଲା ସେକ୍ସ ରାକେଟ୍ । ପୁରୀ ଏସପି ବିନୀତ ଅଗ୍ରୱାଲଙ୍କ ସୂଚନା ।