fbpx

ରାଜଗାଙ୍ଗପୁର ଡବଲ୍ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜଗାଙ୍ଗପୁର: କାଶୀପଡ଼ା ଡବଲ୍ ମର୍ଡରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭରକୁ କୁତ୍ରା ଥାନା ପୋଲିସ ଗିରଫ କରିଛି । ଗତ ୧୪ ତାରିଖରେ ପ୍ରେମ ସଂପର୍କକୁ ନେଇ ଯୁବକ ଓ ଯୁବତୀଙ୍କୁ ହତ୍ୟା କରିଥିଲା ଏହି ଡ୍ରାଇଭର । ଅନେକ ଦିନ ଧରି ଫେରାର ଥିବା ବେଳେ କୁତ୍ରା ଥାନା ପୋଲିସ ଏହି ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.