ବୁଧବାର ପଢନ୍ତୁ ଶ୍ରୀ ସଙ୍କଟ ମୋଚକ ଗଣେଶ ସ୍ତୋତ୍ର, ଦୂର ହେବ ସବୁ ସମସ୍ୟା

ଗଣେଶଙ୍କୁ ବୁଧବାର ଦିନ ପୂଜାର୍ଚ୍ଚନା କରାଯାଇଥାଏ, ତେବେ ଏହି ଦିନ ପଢନ୍ତୁ ଶ୍ରୀ ସଙ୍କଟ ମୋଚକ ଗଣେଶ ସ୍ତୋତ୍ର, ସବୁ ବିପଦ ହେବ ଦୂର

ଓଡ଼ିଶା ଭାସ୍କର: ଆଜି ବୁଧବାର। ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ବୁଧବାର ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଅନେକ ଫଳପ୍ରାପ୍ତି କରିପାରିବେ। ଏହି ଦିନ ଗଣେଶଙ୍କର ବିଶେଷ ପୂଜା ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ର ପଢିବା ଦ୍ୱାରା ଗଣେଶଙ୍କର କୃପା ଲାଭ ମିଳିଥାଏ।

ପ୍ରଣମ୍ୟ ଶିରାସା ଦେବ°
ଗୌରୀପୁତ୍ର ବିନାୟକମ୍ ।
ଭକ୍ତାବାସ° ସ୍ମରେ ନିତ୍ୟ°
ଆୟୁଷ୍ମାମାର୍ଥ ସିଦ୍ଧୟେ ।।

ପ୍ରଥମ° ବକ୍ରତୁଣ୍ଡ° ଚ
ଏକଦନ୍ତ° ଦ୍ବିତୀୟକମ୍ ।
ତୃତୀୟ° କୃଷ୍ଣ ପିଙ୍ଗାକ୍ଷ°
ଗଜବକ୍ତ୍ର° ଚତୁର୍ଥକମ୍ ।।

ଲମ୍ବୋଦର° ପଞ୍ଚମ° ଚ
ଷଷ୍ଠ ବିକଟମେବ ଚ ।
ସପ୍ତମ° ବିଘ୍ନରାଜେନ୍ଦ୍ର°
ଧୂମ୍ରବର୍ଣ୍ଣ° ତଥାଷ୍ଟକମ୍ ।।

ନବମ° ଭାଲଚନ୍ଦ୍ର° ଚ
ଦଶମ° ତୁ ବିନାୟକ° ।
ଏକାଦଶ° ଗଣପତି°
ଦ୍ବାଦଶ° ତୁ ଗଜାନନ° ।।

ଦ୍ବାଦଶୈତାନି ନାମାନି
ତ୍ରିସନ୍ଧ୍ଯା° ୟଃ ପଠେନ୍ନରଃ ।
ନ ଚ ବିଘ୍ନଭୟ° ତସ୍ୟ
ସର୍ବସିଦ୍ଧି କର° ପ୍ରଭୋ ।।

ଇତି ଶ୍ରୀ ସଙ୍କଟ ମୋଚକ ଗଣେଶ ସ୍ତୋତ୍ର ସମାପ୍ତମ୍ ।।