fbpx

ଅଧିନାୟକ ଋଷଭ ଦେଖିଲେ ଦିଲ୍ଲୀର ମ୍ୟାଚ: ଭଙ୍ଗା ଗୋଡରେ ପହଞ୍ଚିଲେ ଷ୍ଟାଡିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଏହି ମ୍ୟାଚ ଉଭୟ ଦଳ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଡଗ୍ ଆଉଟରେ ଦେଖା ଦେଇଛନ୍ତି ଦିଲ୍ଲୀର ପୂର୍ବ ଅଧିନାୟକ ଋଷଭ ପନ୍ତ । ଦୁର୍ଘଟଣାରେ ଆହତ ହୋଇ ମଧ୍ୟ ନିଜ ଦଳକୁ ସମର୍ଥନ ଜଣାଇବା ପାଇଁ ଷ୍ଟାଡିୟମକୁ ଆସିଛନ୍ତି ଅଦିନାୟକ ଋଷଭ ।

ଷ୍ଟାଡିୟମ ଭିତରେ ଋଷଭ ପନ୍ତଙ୍କର ଏକ ଫଟୋ ସେୟାର କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ନିଜ ଟ୍ୱିଟର ପେଜରେ ଋଷଭ ପନ୍ତଙ୍କର ଏକ ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖାଯାଇଛି ଯେ, ଋଷଭ ଇଜ ହିଅର୍ । କିଲା କୋଟଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଓନର ଏବଂ ଋଷଭ ପନ୍ତ… ।

Get real time updates directly on you device, subscribe now.