ନୂଆଦିଲ୍ଲୀ, ୧୩ା୧୨: ଅନ୍ଲାଇନ୍ ମନି ଟ୍ରାନ୍ସଫର ସେବା ଆରମ୍ଭ ନେଇ RBI ର ବଡ ଘୋଷଣା। ଏଣିକି ବର୍ଷର ସବୁଦିନ ସବୁ ସମୟରେ ମିଳିବ ଏହି ମନି ଟ୍ରାନ୍ସଫର ସେବା । ପୂର୍ବରୁ କେବଳ କାର୍ଯ୍ୟ ଦିବସରେ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ମିଳୁଥିଲା ସେବା । RTGS ଜରିଆରେ ୨ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥାଏ
Next Post