fbpx

(ଭିଡିଓ) ରାସ୍ତା ଉପରେ ହୁତ୍ ହୁତ୍ ହୋଇ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

କଟକ: ଚଳନ୍ତା କାରରେ ଲାଗିଲା ନିଆଁ । ମଧୁପାଟଣା ଓଭରବ୍ରିଜ୍ ଉପରେ ଜଳିଗଲା ଚଳନ୍ତା କାର୍ । ତେବେ ସୌଭାଗ୍ୟ ବସତଃ କାର୍ ଜଳିବା ଦେଖି ଡ୍ରାଇଭର ଗାଡ଼ି ରଖି ଓହ୍ଲାଇ ଯିବାରୁ ଅଳ୍ପକେ ବର୍ତ୍ତିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.