fbpx

ଫାଷ୍ଟ ଲୁକ୍ ରିଲିଜ୍ ପରେ ଭାଇରାଲ ହେଉଛି ସାମନ୍ଥାଙ୍କ ପୁରୁଣା ବୟାନ: ଖାଇବା ଅପେକ୍ଷା କରିବ କିନ୍ତୁ ସେକ୍ସ ନୁହେଁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁଙ୍କର ଫିଲ୍ମ ଖୁସିର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏହି ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବା ବେଳେ ସାମନ୍ଥା ପୁଣି ଥରେ ଚର୍ଚ୍ଚାରେ । ପୁଷ୍ପାର ଉ ଅଣ୍ଟାବା ଗୀତ ବ୍ୟତିତ ସାମନ୍ଥା ଡିଭୋର୍ସ ପରେ କୌଣସି ଫିଲ୍ମ କରିନାହାନ୍ତି । ତେବେ ସାମନ୍ଥା ନିଜର ଫାଷ୍ଟ ଲୁକ୍ ସମ୍ପର୍କରେ ଘୋଷଣା କରିବା ପରେ ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ଖାଇବା ଅପେକ୍ଷା କରିବ କିନ୍ତୁ ସେକ୍ସ ନୁହେଁ ବୋଲି ସାମନ୍ଥା କହିଛନ୍ତି । ସାମନ୍ଥାଙ୍କ ଡିଭୋର୍ସ ପରେ ମଧ୍ୟ ଏହି ଭିଡିଓଟି ବେଶ୍ ଭାଇରାଲ ହୋଇଥିଲା ।

ସାମନ୍ଥା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରର ବୟାନ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେକ୍ସ ନା ଖାଦ୍ୟ କେଉଁଟା ଗୁରୁତ୍ୱପୂର୍ଣ୍ଣ । ଏହାର ଜବାବରେ ସାମନ୍ଥା କହିଥିଲେ, ସେକ୍ସ ପାଇଁ ସେ ସର୍ବଦା ଭୋକିଲା । ୨୦୧୭ରେ ସାମନ୍ଥା ସାକ୍ଷାତକାରରେ ଏହି ବୟାନ ଦେଇଥିଲେ ।

୨୦୧୭ ମସିହାରେ ଏକ ମହିଳା ମାଗାଜିନକୁ ସାକ୍ଷାତକାର ଦେଉଥିଲେ ସାମନ୍ଥାଙ୍କ ଅପକମିଙ୍ଗ ଫିଲ୍ମ ଖୁସିର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ଏହି ସମୟରେ ଆଙ୍କର ସାମନ୍ଥାଙ୍କୁ ର୍ୟାପିଡ ଫାୟାର ରାଉଣ୍ଡରେ ଏହି ପ୍ରଶ୍ନ ପଚାରନ୍ତି । ସାମାନ୍ୟ ଥଙ୍ଗେଇବା ପରେ ସେକ୍ସକୁ ଖାଇବା ଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହନ୍ତି ସାମନ୍ଥା । ନିକଟରେ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହେବା ପରେ ସାମନ୍ଥା ଶିବା ନିର୍ବାଣ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଥମ ଥର ପାଇଁ ସାମନ୍ଥା ତାଙ୍କ ସହିତ କାମ କରୁଛନ୍ତି । ଏହା ପୂର୍ବରୁ ବିଜୟ ଦେବରକୋଣ୍ଡାଙ୍କ ସହିତ ୱାର୍ଲ୍ଡ ଫେମସ୍ ଲଭରରେ କାମ କରିଥିଲେ ଶିବା । ବିଜୟ-ଶିବାଙ୍କ ଦ୍ୱିତୀୟ ଆଉଟିଙ୍ଗ ଡିସେମ୍ବର୨୩, ୨୦୨୨ରେ ପରଦାକୁ ଆସିବ ।

Get real time updates directly on you device, subscribe now.