ISROରେ ବୈଜ୍ଞାନିକଙ୍କ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଆବେଦନ କରିବାର ଯୋଗ୍ୟତା

ଇସ୍ରୋ-ଆଇସିଆରବି ପକ୍ଷରୁ ବାହାରିଲା ବୈଜ୍ଞାନିକ/ଇଞ୍ଜିନିୟର ପଦବୀରେ ନିଯୁକ୍ତି, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଶଣା ସଂଗଠନ ଅର୍ଥାତ ଇସ୍ରେରେ ଚାକିରିବାର ବଡ଼ ସୁଯୋଗ। ଇସ୍ରୋ-ଆଇସିଆରବି ବୈଜ୍ଞାନିକ/ଇଞ୍ଜିନିୟର ପଦବୀ ପାଇଁ ଅବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ଯୋଗ୍ୟ ଏବଂ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ isro.gov.inରେ ଅନଲାଇନ ଅବେଦନ କରିପାରିବେ। ଏହି ଆବେଦନର ଶେଷ ତାରିଖ ହେଉଛି, ୧୬ ଜୁନ, ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ପୂର୍ବରୁ ଆବେଦନ କରିପାରିବେ।

କେତୋଟି ପଦବୀ ଖାଲି ପଡ଼ିଛି:
-ବୈଜ୍ଞାନିକ/ଇଞ୍ଜିନିୟର ‘ଏସସି’ (ଇଲେକ୍ଟ୍ରୋନିକ୍ସ): ୧୧୩ ପଦବୀ
– ବୈଜ୍ଞାନିକ/ଇଞ୍ଜିନିୟର ‘ଏସସି’ (ମେକାନିକାଲ): ୧୬୦ ପଦବୀ
– ବୈଜ୍ଞାନିକ/ଇଞ୍ଜିନିୟର ‘ଏସସି’ (କମ୍ପ୍ୟୁଟର ବିଜ୍ଞାନ): ୪୪ ପଦବୀ
– ବୈଜ୍ଞାନିକ/ଇଞ୍ଜିନିୟର ‘ଏସସି’ (ଇଲେକ୍ଟ୍ରନିକ୍ସ)-ପିଆରଏଲ: ୨ ପଦବୀ
– ବୈଜ୍ଞାନିକ/ଇଞ୍ଜିନିୟର ‘ଏସସି’ (କମ୍ପ୍ୟୁଟର ବିଜ୍ଞାନ): ପିଆରଏଲ: ୧ ପଦବୀ

ଶିକ୍ଷାଗତ ଯୋଗ୍ୟତା:

-ବୈଜ୍ଞାନିକ/ଇଞ୍ଜିନିୟର ‘SC’ (ଇଲେକ୍ଟ୍ରୋନିକ୍ସ)- ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ BE/BTech କିମ୍ବା ସର୍ବନିମ୍ନ 65% ମାର୍କ କିମ୍ବା CGPA 6.84/10 ସହିତ ସମକକ୍ଷ।

-ବୈଜ୍ଞାନିକ/ଇଞ୍ଜିନିୟର ‘SC’ (ଇଞ୍ଜିନିୟର)- ମେକାନିକାଲ ଇଞ୍ଜିନିୟରିଂରେ BE/BTech କିମ୍ବା ସର୍ବନିମ୍ନ 65% ମାର୍କ କିମ୍ବା CGPA 6.84/10 ସହିତ ସମକକ୍ଷ।

-ବୈଜ୍ଞାନିକ/ଇଞ୍ଜିନିୟର ‘SC’ (ଇଲେକ୍ଟ୍ରୋନିକ୍ସ) – କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ BE/BTech କିମ୍ବା ସର୍ବନିମ୍ନ 65% ମାର୍କ କିମ୍ବା CGPA 6.84/10 ସହିତ ସମକକ୍ଷ।

-ବୈଜ୍ଞାନିକ/ଇଞ୍ଜିନିୟର ‘SC’ (ଇଲେକ୍ଟ୍ରୋନିକ୍ସ) ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂରେ BE/BTech କିମ୍ବା ସର୍ବନିମ୍ନ 65% ମାର୍କ କିମ୍ବା CGPA 6.84/10 ସହିତ ସମକକ୍ଷ।

-ବୈଜ୍ଞାନିକ/ଇଞ୍ଜିନିୟର ‘SC’ (କମ୍ପ୍ୟୁଟର ବିଜ୍ଞାନ)- କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ BE/BTech କିମ୍ବା ସର୍ବନିମ୍ନ 65% ମାର୍କ କିମ୍ବା CGPA 6.84/10 ସହିତ ସମକକ୍ଷ।