fbpx

ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା, ଅନନ୍ତଗଡ ଜଙ୍ଗଲରେ ଧ୍ୱଂସ କଲେ ନକ୍ସଲ କ୍ୟାମ୍ପ

ଭୁବନେଶ୍ୱର: ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଏକ ନକ୍ସଲ କ୍ୟାମ୍ପ ଧ୍ୱଂସ କରି ଦେଇଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ କାଙ୍କେର ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଅନନ୍ତଗଡ ଜଙ୍ଗଲରେ ନକ୍ସଲଙ୍କ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । ତେବେ ଘଟଣାସ୍ଥଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଗତକାଲି ନାରାୟଣପୁରରେ ନକ୍ସଲମାନେ ହତ୍ୟାକାଣ୍ଡ ଘଟାଇଥିଲେ ଓ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ।

Get real time updates directly on you device, subscribe now.