ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା । ସଫଳତାର ସହ ଶେଷ ହେଲା ଅନଡକିଂ ପ୍ରକ୍ରିୟା ।
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅଲଗା ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟ । କାଲି ସୁଦ୍ଧା ସାଥୀ ମହାକାଶଚାରୀଙ୍କ ସହ ପହଞ୍ଚିବେ ଶୁଭାଂଶୁ ।
ଖବର ମୁତାବକ ଶୁଭାଂଶୁଙ୍କ ପୃଥିବୀରେ ପପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିବ, ଯେଉଁଥିରୁ ୩୦ରୁ ଅଧିକ ସମୟ ଅତିବାହିତ ହୋଇସାରିଛି । ଶୁଭାଂଶୁଙ୍କ ସହିତ ପେଗି ୱିଟଶନ୍, ସ୍ଲାଓସ ଉଜନାନସ୍କି ଟିବର କାପୁ ମଧ୍ୟ ଫେରୁଛନ୍ତି ।
ସପ୍ତାହର ମହାକାଶ ମିଶନ ପାଇଁ ଜୁନ ୨୫ ତାରିଖରେ ଉଡ଼ାଣ ଭରିଥିଲା ।