ବିସ୍କୁଟ ଡବାରେ ସାପ ହେଉଥିଲା ଚାଲାଣ, ଭୁବନେଶ୍ୱର ବିମାନ ବନ୍ଦରରେ ପଡିଗଲା ଧରା

ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ

ନୂଆଦିଲ୍ଲୀ: ଭୁବନେଶ୍ୱର ବିମାନବନ୍ଦରରୁ ଏକ ଭବ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଜବତ କରାଯାଇଛି। ଏହି ଜବତ ସେତେବେଳେ କରାଯାଇଛି, ଯେତେବେଳେ ବିମାନରେ ବିସ୍କୁଟ ଡବାରେ ସାପ ଚାଲାଣ ହେଉଥିଲା।

ସୂଚନାନୁଯାୟୀ, ଖାଲି ଏତିକି ନୁହେଁ ସାପ ସହ କଇଁଛ, ଗୋଧି ଏବଂ ଏଣ୍ଡୁଅ ମଧ୍ୟ ଉଦ୍ଧାର କରାଯାଇଛି। ଏହି ମାମଲାରେ ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖାଯାଇଛି।

ମିଳିଥିବା ସୂଚନା ମୁତାବକ, ସାପକୁ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ଚାଲାଣ କରାଯାଇଥିଲା। ଚେନ୍ନାଇର ଯୁବକଙ୍କୁ ଅଟକ ରଖାଯାଇ, ସିସିଟିଭି ଫୁଟେଜର ତଦନ୍ତ ଜାରି ରହିଛି।