fbpx

HC on Misuse of Rape Law: ଅଧୁନିକ ସମାଜରେ କିଛି ମହିଳା ଯୌନ ନିର୍ଯାତନାର ଅପବ୍ୟବହାର କରୁଛନ୍ତି: ଉତ୍ତରାଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭାରତରେ ଅନେକ ସ୍ଥାନରେ ମହିଳାମାନେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୭୬ ର ଅପବ୍ୟବହାର ବଢୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । କୋର୍ଟ କହିଛନ୍ତି ଯେ କେତେକ ମହିଳା ନିଜ ପୁରୁଷ ବନ୍ଧୁମାନଙ୍କ ସହ ବିବାଦ ସମୟରେ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ।

ବିବାହ ପ୍ରତିଶୃତି ଦେଇ ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି ସେ ମହିଳା ଜଣଙ୍କୁ ବିବାହ କରିବେ ବୋଲି ବିଚାରପତି ଶରଦ କୁମାର ଶର୍ମା କାହିଛନ୍ତି ।

Get real time updates directly on you device, subscribe now.