fbpx

ଏପରି କିଛି କାମ, ଯାହାକୁ ଲୁଚାଇ କରିବାକୁ ପସନ୍ଦ କରନ୍ତି ଯୁବକ

Advertisement

ମହିଳାଙ୍କ ଅପେକ୍ଷା ପୁରୁଷମାନେ କମ ଇମୋସନାଲ ହୋଇଥାନ୍ତି। କିନ୍ତୁ ଏପରି କିଛି କାମ ଅଛି, ଯାହା ଯୁବକମାନେ ଲୁଚାଇ କରିବାକୁ ପସନ୍ଦ କରନ୍ତି । ଏମାନେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ , ପୁରୁଷମାନଙ୍କର ମନଦୁଃଖରେ ଲୁହ ବହିଲେ ଏହାକୁ କାହାକୁ ଦେଖାଇବା ପାଇଁ ଭଲ ପାଆନ୍ତି ନାହିଁ ସେମାନେ ସମସ୍ତଙ୍କ ଠାରୁ ନିଜକୁ ଲୁଚାଇ ଲୁହ ଝରାଇ ଥାଆନ୍ତି ଓ ଏହାକୁ ପୋଛି ଦିଅନ୍ତି ।

– କେତକ ପୁରୁଷ କେବଳ ଦାଢି ନିଶକୁ ବିଭିନ୍ନ ଢଙ୍ଗରେ କାଟି ନଥାଆନ୍ତି । ନାକ ଭିତର ଚୁଟି ଓ ଭୃଲତା ବା ଆଇବ୍ରୋକୁ ବି ଟ୍ରିମ କରିଥାଆନ୍ତି । ମାତ୍ର ଏହା ଲୁଚାଇକରି ।

– ପ୍ରାୟ ୪୬ ପ୍ରତିଶତ ଯୁବକ ଓ ପୁରୁଷ ତାଙ୍କ ମୁହଁ ଧୋଇବା ପାଇଁ ଭଲ ପାଆନ୍ତି ନାହିଁ । ଭାରତରେ ଗରମ ହେଉଥିବାରୁ ଏହାର ସଂଖ୍ୟା ଟିକେ କମ୍‌ । ମାତ୍ର ଶୀତପ୍ରଧାନ ଦେଶମାନଙ୍କରେ ଏହାର ସଂଖ୍ୟା ବହୁତ ଅଧିକ । ଅନେକ ସମୟରେ ଗାଧୋଇବା ପାଇଁ କିମ୍ବା ପରିଷ୍କାର ହେବା ପାଇଁ ନିଜର କାଖ ଶୁଙ୍ଘି ଥାଆନ୍ତି ।

– ଅନେକ ସମୟରେ ସେମାନେ ଝାଳ ବହୁଥିବା , ଶରୀର ଦୁର୍ଗନ୍ଧଙ୍କୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି , ଶରୀର ଦୁର୍ଗନ୍ଧ ଲୁଚାଇବା ପାଇଁ ଅଧିକ ଡିଓ ସ୍ପ୍ରେ କରିଥାଆନ୍ତି ।

– ନିଜର ଶରୀରେ ପ୍ରତି ପୁରୁଷମାନେ କମ୍‌ ଧ୍ୟାନ ଦେଇଥାଆନ୍ତି । ମାତ୍ର ମୁହେଁରେ ଫେୟାରନେସ୍‌ କ୍ରିମକୁ କେତକ ପୁରୁଷ ବ୍ୟବହାର କରିଥାଆନ୍ତି ।

– ମାତ୍ର ମହିଳାଙ୍କ ଠାରୁ ପୁରୁଷମାନେ କମ୍‌ କାନ୍ଦନ୍ତି । ମହିଳାଙ୍କ ସଂଖ୍ୟା ଏଥିରେ ୨ ଗୁଣ ।

– ମହିଳାଙ୍କ ଠାରୁ ପୁରୁଷମାନେ ଅଧିର ପର୍ଣ୍ଣ ଦେଖିଥାଆନ୍ତି ।ଏହାକୁ ସେମାନେ ଲୁଚାଇ କରି ଦେଖନ୍ତି । ମହିଳାଙ୍କ ସଂଖ୍ୟା ଏଥିରେ କମ୍‌ ।

Get real time updates directly on you device, subscribe now.