fbpx

(Video)ସୌମ୍ୟ ସୁଇସାଇଡ୍ କେସ୍: ଝିଅ ଆତ୍ମହତ୍ୟା କଲେ ପୁଅକୁ ଜେଲରେ ପଶୁଛି, କିନ୍ତୁ ଓଲଟା ହେଲେ ଝିଅ ଫ୍ରୀରେ ବୁଲୁଛି: ଆଇନଜୀବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତକାଲି ଏକ ଅଡିଓ ରେକର୍ଡିଂ ସାମନାକୁ ଆସିଥିଲା । ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ସୋନାଲି ଓ ସୌମ୍ୟ କଥା ହେଉଥିବା ଶୁଣିବାକୁ ମିଳିଥିଲା । ରେକର୍ଡିଂଟି ସାମନାକୁ ଆସିବା ପରେ ସୋନାଲିଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ବର୍ତ୍ତମାନ ସୋନାଲିଙ୍କୁ ଜୋରଦାର୍ ବିରୋଧ କରାଯାଉଛି ଓ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରିବାକୁ ଦାବି ହେବାରେ ଲାଗିଛି । ଏହି କ୍ରମରେ ପୁରୁଷ କମିଶନ ଅଧ୍ୟକ୍ଷ ତଥା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି । ସେ କଣ କହିଛନ୍ତି ଶୁଣନ୍ତୁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.