fbpx
BSKY
BJD MS SKY
BJD YOUTH SKY

(Video)ଏହି ୨ଟି ଭୁଲ୍ ନକରିଥିଲେ ଅଜୟ ଓ ଲକି ପରି ଆଜିବି ବଞ୍ଚିଥାନ୍ତେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାରେ ରହିଛି । ପୋଲିସ୍ ଏହି ମାମଲାରେ କଣ ପଦକ୍ଷେପ ନେବ ତାଉପରେ ଏବେ ସମସ୍ତଙ୍କ ନଜର । ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ ହୋଇଥିବା ଶେଷ ଅଡିଓ କଲ୍ ଓ ହ୍ୱାଟସଆପ୍ ମେସେଜ୍ କୁ ଆଧାର କରି ଆଗକୁ କଣ ଆକ୍ସନ୍ ନେବ ପୋଲିସ୍ । ତାକୁ ଲୋକମାନେ ଅପେକ୍ଷା କରିଛନ୍ତି । ତେବେ ଇତି ମଧ୍ୟରେ ଆଉ ଏକ ଦିଗ ସାମନାକୁ ଆସିଛି । ଆତ୍ମହତ୍ୟା ପୂର୍ବରୁ ଯଦି ସୌମ୍ୟ ଏହିଦୁଇ କଥା ଦିଗକୁ ଧ୍ୟାନ ଦେଇଥାନ୍ତେ ତାହେଲେ ବୋଧହୁଏ ସେ ଏବେ ବି ବଞ୍ଚିଥାନ୍ତୋ ଭିଡିଓ ମାଧ୍ୟମରେ ଦେଖନ୍ତୁ କଣ ଉକ୍ତ ଦୁଇଟି ଭୁଲ୍ ।

Get real time updates directly on you device, subscribe now.