fbpx

ସାଢ଼େ ୪ଟାରେ କଣ କହିବେ ଏସଆରସି

ଭୁବେନଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ସାଢ଼େ ୪ଟାରେ କହିବେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । କୋଭିଡ୍ ଗାଇଡଲାଇନ୍ ସମ୍ପର୍କିତ ବିବୃତ୍ତି ରଖିବା ସହିତ ପାର୍ବଣକୁ ନେଇ ବି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ରାଜ୍ୟରୁ କରୋନା ଭୟ ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ ବି ଭୟ ରହିଛି । ତେଣୁ ଏ ସମ୍ପର୍କରେ କିଛି ମତ ପ୍ରକାଶ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତା ଉପରେ ପୁଣି ପାର୍ବଣ ଥିବାରୁ ଆହୁରି ସଚେତନତାର ଆବଶ୍ୟକ ରହିଛି ।

Get real time updates directly on you device, subscribe now.